Advertisment

ବିଭୂତି ଭୂଷଣ ଜେନା ହତ୍ୟା ଘଟଣାର ଅଭିଯୁକ୍ତ ଗିରଫ

ଜଳେଶ୍ୱର(ଅଜିତ୍‌ ଦାସ): ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଖୁଲୁଡ଼ା ଗାଁର ବିଭୂତି ଭୂଷଣ ଜେନାଙ୍କ ହତ୍ୟା ଘଟଣାରେ ଅଭିଯୁକ୍ତ ସମ୍ପର୍କୀୟ ପୁତୁରା ନିରଞ୍ଜନ ଜେନାଙ୍କୁ ପୁଲିସ୍‌ ଗିରଫ କରିଛି। ଗତ ୧୭ ତାରିଖରେ ନିରଞ୍ଜନ ଛୁରୀ ଭୁସି ଅତି ବୀଭତ୍ସ ଭାବେ ବିଭୂତିଙ୍କୁ ହତ୍ୟା କରିଥିଲା। ତେବେ ଟଙ୍କା କାରବାରକୁ କେନ୍ଦ୍ର କରି ହତ୍ୟା କରାଯାଇଥିବା ପୁଲିସ୍‌ କହିଛି।

ବିଭୂତି ଭୂଷଣ ଜେନା ହତ୍ୟା ଘଟଣାର ଅଭିଯୁକ୍ତ ଗିରଫ

murder

Advertisment

ଜଳେଶ୍ୱର(ଅଜିତ୍‌ ଦାସ): ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଖୁଲୁଡ଼ା ଗାଁର ବିଭୂତି ଭୂଷଣ ଜେନାଙ୍କ ହତ୍ୟା ଘଟଣାରେ ଅଭିଯୁକ୍ତ ସମ୍ପର୍କୀୟ ପୁତୁରା ନିରଞ୍ଜନ ଜେନାଙ୍କୁ ପୁଲିସ୍‌ ଗିରଫ କରିଛି।

Advertisment

ଗତ ୧୭ ତାରିଖରେ ନିରଞ୍ଜନ ଛୁରୀ ଭୁସି ଅତି ବୀଭତ୍ସ ଭାବେ ବିଭୂତିଙ୍କୁ ହତ୍ୟା କରିଥିଲା। ତେବେ ଟଙ୍କା କାରବାରକୁ କେନ୍ଦ୍ର କରି ହତ୍ୟା କରାଯାଇଥିବା ପୁଲିସ୍‌ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ