Advertisment

ଅବହେଳିତ କଟକ କିଶନନଗର ଖସାମୂଳି ସଂଗ୍ରାମ ପୀଠ

କଟକ: ଅବହେଳିତ ଅବସ୍ଥାରେ କଟକ କିଶନନଗର ଖସାମୂଳି ସଂଗ୍ରାମ ପୀଠ। ଚାରିଆଡ ଖାଁ ଖାଁ, ଜଙ୍ଗଲରେ ପରିଣତ ହୋଇଛି ପୀଠ। ସ୍ମୃତି ବହନ କରୁଥିବା ସମସ୍ତ ସୌଧ ଏବଂ ଘର ଭାଙ୍ଗିରୁଜି ଯାଇଛି। ଆଉ ଖସାମୁଳର ସଂଗ୍ରାମ ସ୍ତମ୍ଭର ଅବସ୍ଥା ବି ଖରାପ ହୋଇଗଲାଣି। କୁହାଯାଏ ଭାରତର ବହୁ ସ୍ୱାଧୀନତା ସଂଗ୍ରାମୀମାନଙ୍କ ଜନ୍ମମାଟିରୁ ମାଟି ସଂଗୃହୀତ ହୋଇ ଏହି ସ୍ତମ୍ଭରେ ରଖାଯାଇଛି। ଏହା ସହିତ ସ୍ତମ୍ଭ ଉପରେ ଗାନ୍ଧିଜୀଙ୍କ ଚରଖା ଥିବାବେଳେ ଗାନ୍ଧିଜୀ ଓ କସ୍ତୁରବାଙ୍କ ଫଟୋଚିତ୍ର […]

ଅବହେଳିତ କଟକ କିଶନନଗର ଖସାମୂଳି ସଂଗ୍ରାମ ପୀଠ

sangram

Advertisment

କଟକ: ଅବହେଳିତ ଅବସ୍ଥାରେ କଟକ କିଶନନଗର ଖସାମୂଳି ସଂଗ୍ରାମ ପୀଠ। ଚାରିଆଡ ଖାଁ ଖାଁ, ଜଙ୍ଗଲରେ ପରିଣତ ହୋଇଛି ପୀଠ। ସ୍ମୃତି ବହନ କରୁଥିବା ସମସ୍ତ ସୌଧ ଏବଂ ଘର ଭାଙ୍ଗିରୁଜି ଯାଇଛି। ଆଉ ଖସାମୁଳର ସଂଗ୍ରାମ ସ୍ତମ୍ଭର ଅବସ୍ଥା ବି ଖରାପ ହୋଇଗଲାଣି। କୁହାଯାଏ ଭାରତର ବହୁ ସ୍ୱାଧୀନତା ସଂଗ୍ରାମୀମାନଙ୍କ ଜନ୍ମମାଟିରୁ ମାଟି ସଂଗୃହୀତ ହୋଇ ଏହି ସ୍ତମ୍ଭରେ ରଖାଯାଇଛି।

Advertisment

ଏହା ସହିତ ସ୍ତମ୍ଭ ଉପରେ ଗାନ୍ଧିଜୀଙ୍କ ଚରଖା ଥିବାବେଳେ ଗାନ୍ଧିଜୀ ଓ କସ୍ତୁରବାଙ୍କ ଫଟୋଚିତ୍ର ବି ରହିଛି। ତେବେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ପଦ୍ମଶ୍ରୀ ବିନୋଦ କାନୁନଗୋଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଚାଲିଥିବା ଏହି ପୀଠ ଏବେ ପଡ଼ିରହିଛି ଜରାଜୀର୍ଣ୍ଣ ଭାବେଷ। ସରକାର ଏହି ପୀଠ ଉପରେ ଦୃଷ୍ଟି ଦେବାକୁ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ