Advertisment

Police Arrest Two Notorious Robbers: ରଣପୁରରେ ଲଜ୍ଜା! ୧୦ ବର୍ଷର ନାବାଳିକାକୁ ଗଣଦୁଷ୍କର୍ମ!

ନୟାଗଡ଼ ରଣପୁର ଅଂଚଳରେ ଲଜ୍ଜା। ୧୦ ବର୍ଷର ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ।ରଣପୁର ଥାନାରେ ପୀଡ଼ିତାଙ୍କ ମାଆଙ୍କ ଅଭିଯୋଗ। ଶରଣକୁଳ ଥାନା ଅଞ୍ଚଳରେ ମଧ୍ୟ ଆଉ ଏକ ଦୁଷ୍କର୍ମ ଅଭିଯୋଗ।

author-image
Pramod Behera
Police Arrest Two Notorious Robbers

ରଣପୁରରେ ଲଜ୍ଜା! ୧୦ ବର୍ଷର ନାବାଳିକାକୁ ଗଣଦୁଷ୍କର୍ମ! Photograph: (OTV)

ନୟାଗଡ଼ ରଣପୁର ଅଂଚଳରେ ଲଜ୍ଜା। ୧୦ ବର୍ଷର ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି। ପ୍ରଶାନ୍ତ ନାୟକ ଓ ଜଣେ ନାବାଳକ ମିଶି ଗଣଦୁଷ୍କର୍ମ କରିଥିବା ରଣପୁର ଥାନାରେ ଅଭିଯୋଗ ହୋଇଛି। ନାବାଳିକା ଜଣକୁ ନିଛାଟିଆ ସ୍ଥାନକୁ ଟେକିନେଇ ଗଣଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି ନାବାଳିକାଙ୍କ ମାଆ। ଅଭିଯୋଗ ପରେ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବା ଜଣାପଡିଛିl 

Advertisment

ସେପଟେ ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ ପହଞ୍ଚି ଅଧିକ ତଦନ୍ତ କରୁଛିl ସେହିପରି ଶରଣକୁଳ ଥାନା ଅଂଚଳରେ ଆଉ ଜଣେ 8 ବର୍ଷର ନାବାଳିକାଙ୍କୁ ଜଣେ ନାବାଳକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛିl

Odisha News Rape Case Odisha Crime
Advertisment
Advertisment