Advertisment

‘ଆପଣମାନେ ଦେଖିବେ, ଆମେ ବହୁତ ଭଲ କରିବୁ’

ଭୁବନେଶ୍ୱର: ଓଡ଼ିଶାରେ ତ୍ରିପୁରା ଭଳି ରେଜଲ୍ଟ ହେବା ନେଇ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତବ୍ୟ ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିକ୍ରିୟା ରଖିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି,“ ଆପଣମାନେ ଦେଖିବେ, ଆମେ ବହୁତ ଭଲ କରିବୁ।” ଗତକାଲି ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ ଓଡ଼ିଶାରେ ତ୍ରିପୁରା ଭଳି ମ୍ୟାଜିକ୍ ହେବ।  ଓଡ଼ିଶାର ନିର୍ବାଚନ ଫଳାଫଳ ସାରା ଦେଶକୁ ଚମକେଇ ଦେବ।  ମେ ଭି ଚୌକିଦାର କାର୍ଯ୍ୟକ୍ରମରେ ଭିଡିଓ କନଫରେନ୍ସିଂ ବେଳେ  ମୋଦି ଏହା କହିଥିଲେ।

‘ଆପଣମାନେ ଦେଖିବେ, ଆମେ ବହୁତ ଭଲ କରିବୁ’

naveen

Advertisment

ଭୁବନେଶ୍ୱର: ଓଡ଼ିଶାରେ ତ୍ରିପୁରା ଭଳି ରେଜଲ୍ଟ ହେବା ନେଇ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତବ୍ୟ ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିକ୍ରିୟା ରଖିଛନ୍ତି।

Advertisment

ମୁଖ୍ୟମନ୍ତ୍ରୀ କହିଛନ୍ତି,“ ଆପଣମାନେ ଦେଖିବେ, ଆମେ ବହୁତ ଭଲ କରିବୁ।”

ଗତକାଲି ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ ଓଡ଼ିଶାରେ ତ୍ରିପୁରା ଭଳି ମ୍ୟାଜିକ୍ ହେବ।  ଓଡ଼ିଶାର ନିର୍ବାଚନ ଫଳାଫଳ ସାରା ଦେଶକୁ ଚମକେଇ ଦେବ।  ମେ ଭି ଚୌକିଦାର କାର୍ଯ୍ୟକ୍ରମରେ ଭିଡିଓ କନଫରେନ୍ସିଂ ବେଳେ  ମୋଦି ଏହା କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ