Advertisment

Naveen Patnaik: କଡା ସୁରକ୍ଷା ବଳୟରେ ହସ୍ପିଟାଲ ଗଲେ ନବୀନ

ଚକ୍ଷୁ ପରୀକ୍ଷା କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଏକ ଘରୋଇ ହସ୍ପିଟାଲକୁ ଯାଇ ନିଜର ଆଖି ପରୀକ୍ଷା କରିଛନ୍ତି।

NAVEEN_PATNAIK

NAVEEN_PATNAIK Photograph: (OTV)

Advertisment

ହସ୍ପିଟାଲ ଗଲେ ନବୀନ ପଟ୍ଟନାୟକ। ଏକ ଘରୋଇ ହସ୍ପିଟାଲକୁ ଆସି ନିଜର ଆଖି ପରୀକ୍ଷା କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଆଜି ସକାଳେ ସେ ଏଠାକୁ ଆସି ନିଜର ଆଖି ପରୀକ୍ଷା କରିଛନ୍ତି। 

Advertisment


ପୂର୍ବରୁ ଗତ ଜୁନ ମାସରେ ନବୀନଙ୍କ ସର୍ଭିକାଲ ଆର୍ଥ୍ରାଇଟିସ ଅସ୍ତ୍ରୋପ୍ରଚାର ହୋଇଥିଲା। ମୁମ୍ବାଇରେ ଏହି ଅପରେସନ ପରେ ସୁସ୍ଥ ହୋଇ ଫେରିଥିଲେ ନବୀନ। ଆଜି ପୁଣି ଦୃଷ୍ଟି ସମସ୍ୟା ଦେଖାଦେଇଥିବାରୁ ଆଖି ଚେକ ଅପ୍ କରିଛନ୍ତି।

Naveen Patnaik
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ