Advertisment

ଆଜି ବିଭିନ୍ନ ସ୍ଥାନରେ ପ୍ରଚାର କରିବେ ନବୀନ

ଭୁବନେଶ୍ୱର: ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ହାତରେ ମାତ୍ର ଆଉ ୪ଦିନ ରହିଲା। ୯ତାରିଖ ହେଉଛି ପ୍ରଚାରର ଶେଷ ଦିନ। ଏଥିପାଇଁ ବିଭିନ୍ନ ଦଳ ତରଫରୁ ଜୋରସୋରରେ ପ୍ରଚାର ଚାଲିଛି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ସ୍ଥାନରେ ପ୍ରଚାର କରିବେ। ପ୍ରଥମେ ରାଇଘର ଯାଇ ସେଠାରେ ଏକ ସାଧାରଣ ସଭାରେ ଉଦ୍‌ବୋଧନ ଦେବେ। ପରେ ସେଠାରୁ ଝରିଗାଁ ଯିବେ। ସେଠାରେ ମଧ୍ୟ ସାଧାରଣ ସଭାରେ ଯୋଗ ଦେବେ। ଏହା ପରେ ନବୀନ ମଇଦଳପରୁ ପାପଡାହାଣ୍ଡି ଓ ପରେ […]

author-image
Sangita Sahu
ଆଜି ବିଭିନ୍ନ ସ୍ଥାନରେ ପ୍ରଚାର କରିବେ ନବୀନ

nabin

ଭୁବନେଶ୍ୱର: ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ହାତରେ ମାତ୍ର ଆଉ ୪ଦିନ ରହିଲା। ୯ତାରିଖ ହେଉଛି ପ୍ରଚାରର ଶେଷ ଦିନ। ଏଥିପାଇଁ ବିଭିନ୍ନ ଦଳ ତରଫରୁ ଜୋରସୋରରେ ପ୍ରଚାର ଚାଲିଛି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ସ୍ଥାନରେ ପ୍ରଚାର କରିବେ। ପ୍ରଥମେ ରାଇଘର ଯାଇ ସେଠାରେ ଏକ ସାଧାରଣ ସଭାରେ ଉଦ୍‌ବୋଧନ ଦେବେ। ପରେ ସେଠାରୁ ଝରିଗାଁ ଯିବେ।

Advertisment

ସେଠାରେ ମଧ୍ୟ ସାଧାରଣ ସଭାରେ ଯୋଗ ଦେବେ। ଏହା ପରେ ନବୀନ ମଇଦଳପରୁ ପାପଡାହାଣ୍ଡି ଓ ପରେ ନବରଙ୍ଗପୁରରେ ହେବାକୁଥିବା ସାଧାରଣ ସଭାରେ ଯୋଗ ଦେବେ। ଅପରାହ୍ଣରେ କୋଟପାଡ଼ରେ ଏକ ରୋଡ୍ ଶୋ’ରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

Advertisment
Advertisment