Advertisment

Murder Case Investigation: CCTV ଫୁଟେଜରେ ମର୍ଡର କାହାଣୀ! ଫିଟିବ କି ନିଳାଦ୍ରୀବିହାର ମର୍ଡର ମିଷ୍ଟ୍ରି?

CCTV ଫୁଟେଜରେ ମର୍ଡର କାହାଣୀ! ଫିଟିବ କି ନିଳାଦ୍ରୀବିହାର ମର୍ଡର ମିଷ୍ଟ୍ରି? CCTVରେ କଏଦ ହେଲେ ସତ୍ୟବ୍ରତ ଓ ଲିଜା। ସତ୍ୟବ୍ରତ ଦୌଡ଼ି ପଳାଉଥିବା ବେଳର ଦୃଶ୍ୟ। ପଛରେ ଯାଉଛନ୍ତି ପ୍ରେମିକା ଲିଜା ଓ ଦୀନେଶ।

author-image
Pramod Behera
Murder Case Investigation

CCTV ଫୁଟେଜରେ ମର୍ଡର କାହାଣୀ! Photograph: (OTV)

ହତ୍ୟା ମାମଲାରେ ଜଡିତ ଶିଶୁ ଭବନ ଛକ ଓଭରବ୍ରିଜ୍ ଉପରେ ଦୁର୍ଘଟଣାଗସ୍ତ କାରକୁ ନେଇ ବଢୁଛି ସସପେନସ। କାର ଭିତରେ ଲୁଚି ରହିଛି ଅନେକ ତଥ୍ୟ ପ୍ରମାଣ। ଯାହାକୁ ନଷ୍ଟ କରିବା ପାଇଁ ତରବରିଆ ଭାବେ କାରକୁ ଫେରାର୍ କରିବା ପାଇଁ ଯୋଜନା କରିଥିଲେ ମାଲିକାଣୀ। 

Advertisment

ତେବେ କଣ ଏମିତି ରହସ୍ୟ ରହିଛି ଯାହାକୁ ଲୁଚାଇବା ପାଇଁ ଚେଷ୍ଟା କରୁଛନ୍ତି ମାଲିକାଣୀ। କାର ଭିତରେ ଥିବା ଲେଡିଜ୍ ଆଇଟମ୍ ସବୁ କାହାର ? ଭିତରେ ଥିବା ବେଆଇନ କଫ ସିରପ କିଏ ଓ କାହିଁକି ରଖିଥିଲା। ନିଶା ପାଇଁ ବ୍ୟବହାର ହେଉଥିଲା କି? ଏସବୁ ଭିତରେ ସାମ୍ନାକୁ ଆସିଛି ସିସିଟିଭି ଫୁଟେଜ୍...

  • CCTV ଫୁଟେଜରେ ମର୍ଡର କାହାଣୀ!
  • ଫିଟିବ କି ନିଳାଦ୍ରୀବିହାର ମର୍ଡର ମିଷ୍ଟ୍ରି?
  • CCTVରେ କଏଦ ହେଲେ ସତ୍ୟବ୍ରତ ଓ ଲିଜା
  • ସତ୍ୟବ୍ରତ ଦୌଡ଼ି ପଳାଉଥିବା ବେଳର ଦୃଶ୍ୟ
  • ପଛରେ ଯାଉଛନ୍ତି ପ୍ରେମିକା ଲିଜା ଓ ଦୀନେଶ
Advertisment
CCTV Footage Murder Case Odisha News
Advertisment
Advertisment