Advertisment

କିରାସିନ ଢାଳି ନବବଧୂକୁ ପୋଡ଼ି ଦେଲେ !

ସାଲେପୁର :  ନବବଧୂକୁ ହତ୍ୟା ଅଭିଯୋଗ । କଟକ ଜିଲ୍ଲା ମାହାଙ୍ଗା ଥାନା ସିପୁରା ଗାଁରେ ନବ ବିବାହିତାଙ୍କୁ ଶାଶୁଘର ଲୋକେ କିରାସିନ ଢାଳି ପୋଡ଼ି ହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତା ମହିଳା ହେଲେ ସୁଚିତ୍ରା ସାମଲ । ଗତ ୬ମାସ ତଳେ ସିପୁରା ଗାଁର ଉତ୍ତମ ଜେନାଙ୍କୁ ସୁଚିତ୍ରା ବିବାହ କରିଥିଲେ । ଯୌତୁକ ପାଇଁ ତାଙ୍କ ଭଉଣୀକୁ ହତ୍ୟା କରାଯାଇଥିବା ସୁଚିତ୍ରାଙ୍କ ଭାଇ ମାହାଙ୍ଗା ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ […]

କିରାସିନ ଢାଳି ନବବଧୂକୁ ପୋଡ଼ି ଦେଲେ !

murder

Advertisment

ସାଲେପୁର :  ନବବଧୂକୁ ହତ୍ୟା ଅଭିଯୋଗ । କଟକ ଜିଲ୍ଲା ମାହାଙ୍ଗା ଥାନା ସିପୁରା ଗାଁରେ ନବ ବିବାହିତାଙ୍କୁ ଶାଶୁଘର ଲୋକେ କିରାସିନ ଢାଳି ପୋଡ଼ି ହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତା ମହିଳା ହେଲେ ସୁଚିତ୍ରା ସାମଲ ।

Advertisment

ଗତ ୬ମାସ ତଳେ ସିପୁରା ଗାଁର ଉତ୍ତମ ଜେନାଙ୍କୁ ସୁଚିତ୍ରା ବିବାହ କରିଥିଲେ । ଯୌତୁକ ପାଇଁ ତାଙ୍କ ଭଉଣୀକୁ ହତ୍ୟା କରାଯାଇଥିବା ସୁଚିତ୍ରାଙ୍କ ଭାଇ ମାହାଙ୍ଗା ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ମୃତ ମହିଳାଙ୍କ ସ୍ୱାମୀଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରିବା ସହ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ଘଟଣାର ତଦନ୍ତ ଚଳାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ