Advertisment

Heartwarming Wildlife Scene: ହୃଦୟସ୍ପର୍ଶୀ ଦୃଶ୍ୟ; କେନାଲ୍‌ରେ ପଡ଼ିଗଲା ଛୁଆ –ଶୁଣ୍ଢରେ ଟେକି ବାହାର କଲା ମା’

ଗାଁକୁ ପଶି ଆସିଲେ ୨୫ ଟିକିଆ ହାତୀ ପଲ। ନିଆଁ ଲଗାଇ ଅଟକାଇଲେ ଗାଁ ଲୋକେ। କେନାଲରେ ପଡ଼ିଗଲା ହାତୀ ଛୁଆ। କେନାଲ ଭିତରୁ ଛୁଆକୁ ବାହାର କଲେ ଅନ୍ୟ ହାତୀ।

Elephant

Elephant Photograph: (OTV)

Advertisment

ଗାଁକୁ ପଶି ଆସୁଥିଲେ ହାତୀ ପଲ। ନିଆଁ ଲଗାଇ ଅଟକାଇଲେ ଗାଁ ଲୋକେ। ନିଆଁ ଦେଖି ତରବରିଆ ଭାବେ ସେଠାରୁ ଫେରିବା ବେଳେ କେନାଲରେ ପଡ଼ି ଯାଇଥିଲା ଗୋଟିଏ ହାତୀ ଛୁଆ। ପରେ କେନାଲ ଭିତରୁ ହାତୀକୁ ବାହାର କରିଥିଲେ ଅନ୍ୟ ହାତୀ। ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ସଦର ରେଞ୍ଜ ଅନ୍ତର୍ଗତ ବରଦାପାଳ ଗାଁରେ। 

Advertisment

ଗାଁ ନିକଟରେ ଏକ ୨୫ ଟିକିଆ ହାତୀପଲ ବିଳମ୍ବିତ ରାତିରେ ଯାଉଥିବା ସମୟରେ ହଠାତ୍ କେନାଲ ଭିତରେ ଖସି ପଡିଥିଲା ଏକ ହାତୀ ଛୁଆ। ଦୀର୍ଘ ସମୟ ପରେ ମାଆ ହାତୀ ସହ ଅନ୍ୟ ହାତୀପଲ ଛୁଆ ହାତୀକୁ ଶୁଣ୍ଢରେ ଟେକି ଉଠାଇ ନେଇଥିଲେ। ଯାହାର ଦୃଶ୍ୟ ଦେଖିବାକୁ ମିଳିଛି।

Keonjhar Wildlife Amazing Wildlife Video
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ