Advertisment

ଚେନ୍‌ ଟାଣି ଟ୍ରେନ୍‌ରୁ ଓହ୍ଲାଇ ପଡ଼ିଲେ ୪୦୦ରୁ ଅଧିକ ଶ୍ରମିକ

ବାଲୁଗାଁ: ଅଧା ବାଟରେ ଚେନ୍ ଟାଣି ଟ୍ରେନରୁ ଓହ୍ଲାଇ ପଡ଼ିଲେ ୪ ଶହରୁ ଅଧିକ ପ୍ରବାସୀ। ଆନ୍ଧ୍ରପ୍ରଦେଶର ନୁମ୍ବୁରରୁ ସ୍ୱତନ୍ତ୍ର ଟ୍ରେନ ଯୋଗେ ଭଦ୍ରକ ଆସୁଥିବା ପ୍ରବାସୀ ଚିଲିକା ଷ୍ଟେସନରେ ଚେନ୍ ଟାଣି ଓହ୍ଲାଇ ପଡ଼ିଥିଲେ। ତେବେ ଜିଆର୍‌ପି ପକ୍ଷରୁ ସମସ୍ତ ପ୍ରବାସୀଙ୍କୁ ଷ୍ଟେସନରେ ଅଟକ ରଖାଯାଇଛି। ଏନେଇ ପ୍ରଶାସନକୁ ଖବର ମଧ୍ୟ ଦିଆଯାଇଛି। ଓହ୍ଲାଇ ପଡ଼ଥିବା ଏହି ପ୍ରବାସୀମାନେ ଆନ୍ଧ୍ରପ୍ରଦେଶରୁ ଭଦ୍ରକ ଆସୁଥିଲେ। ତେବେ ସେଥିମଧ୍ୟରୁ କିଛି ପ୍ରବାସୀ ବ୍ରହ୍ମପୁରରେ ଓହ୍ଲାଇଥିଲାବେଳେ ଆଉ ୪୦୦ରୁ ଅଧିକ […]

ଚେନ୍‌ ଟାଣି ଟ୍ରେନ୍‌ରୁ ଓହ୍ଲାଇ ପଡ଼ିଲେ ୪୦୦ରୁ ଅଧିକ ଶ୍ରମିକ

train

Advertisment

ବାଲୁଗାଁ: ଅଧା ବାଟରେ ଚେନ୍ ଟାଣି ଟ୍ରେନରୁ ଓହ୍ଲାଇ ପଡ଼ିଲେ ୪ ଶହରୁ ଅଧିକ ପ୍ରବାସୀ। ଆନ୍ଧ୍ରପ୍ରଦେଶର ନୁମ୍ବୁରରୁ ସ୍ୱତନ୍ତ୍ର ଟ୍ରେନ ଯୋଗେ ଭଦ୍ରକ ଆସୁଥିବା ପ୍ରବାସୀ ଚିଲିକା ଷ୍ଟେସନରେ ଚେନ୍ ଟାଣି ଓହ୍ଲାଇ ପଡ଼ିଥିଲେ।

Advertisment

ତେବେ ଜିଆର୍‌ପି ପକ୍ଷରୁ ସମସ୍ତ ପ୍ରବାସୀଙ୍କୁ ଷ୍ଟେସନରେ ଅଟକ ରଖାଯାଇଛି। ଏନେଇ ପ୍ରଶାସନକୁ ଖବର ମଧ୍ୟ ଦିଆଯାଇଛି।

ଓହ୍ଲାଇ ପଡ଼ଥିବା ଏହି ପ୍ରବାସୀମାନେ ଆନ୍ଧ୍ରପ୍ରଦେଶରୁ ଭଦ୍ରକ ଆସୁଥିଲେ। ତେବେ ସେଥିମଧ୍ୟରୁ କିଛି ପ୍ରବାସୀ ବ୍ରହ୍ମପୁରରେ ଓହ୍ଲାଇଥିଲାବେଳେ ଆଉ ୪୦୦ରୁ ଅଧିକ ପ୍ରବାସୀ ଚିଲିକା ଷ୍ଟେସନ ପାଖରେ ଚେନ୍ ଟାଣି ଓହ୍ଲାଇ ପଡ଼ିଥିଲେ। ତେବେ ଟ୍ରେନଟି ଅନ୍ୟ ପ୍ରବାସୀଙ୍କୁ ନେଇ ଭଦ୍ରକ ଅଭିମୁଖେ ଯାତ୍ରା କରିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ