Advertisment

କାର୍‌ରୁ ଟଙ୍କା ଜବତ

ରାଉରକେଲା:  ରାଉରକେଲାରୁ ଦେବଗଡ଼ ଅଭିମୁଖେ ଯାଉଥିବା ଏକ କାର୍‌ରୁ ୨ ଲକ୍ଷ ଟଙ୍କା ଜବତ ହୋଇଛି।  ବାମରା-କୁଚିଣ୍ଡା ରାସ୍ତାର ଅର୍ଡାବାହାଲରେ ପୁଲିସ୍‌ ଯାଞ୍ଚ କରୁଥିବା ବେଳେ ଏତେ ପରିମାଣର ନଗଦ ଅର୍ଥ ମିଳିଛି।  ପୁଲିସ ଘଟଣାର ତନାଘନା କରୁଛି।  ନିର୍ବାଚନୀ ଆଚରଣ ବିଧି ଲାଗୁ ହୋଇସାରିଥିବାରୁ ପୁଲିସ୍‌ ଘଟଣାକୁ ଅଧିକ ଗୁରୁତର ସହ ନେଇଛି। ଜବତ କାର୍ ସହ ଅଟକ ଗୋଲାପ କେଶରୀ ଚଇନୀଙ୍କୁ ପଚରାଉଚୁରା କରୁଛି ଟିମ୍।

କାର୍‌ରୁ ଟଙ୍କା ଜବତ

car

Advertisment

ରାଉରକେଲା:  ରାଉରକେଲାରୁ ଦେବଗଡ଼ ଅଭିମୁଖେ ଯାଉଥିବା ଏକ କାର୍‌ରୁ ୨ ଲକ୍ଷ ଟଙ୍କା ଜବତ ହୋଇଛି।  ବାମରା-କୁଚିଣ୍ଡା ରାସ୍ତାର ଅର୍ଡାବାହାଲରେ ପୁଲିସ୍‌ ଯାଞ୍ଚ କରୁଥିବା ବେଳେ ଏତେ ପରିମାଣର ନଗଦ ଅର୍ଥ ମିଳିଛି।  ପୁଲିସ ଘଟଣାର ତନାଘନା କରୁଛି।  ନିର୍ବାଚନୀ ଆଚରଣ ବିଧି ଲାଗୁ ହୋଇସାରିଥିବାରୁ ପୁଲିସ୍‌ ଘଟଣାକୁ ଅଧିକ ଗୁରୁତର ସହ ନେଇଛି।

Advertisment

ଜବତ କାର୍ ସହ ଅଟକ ଗୋଲାପ କେଶରୀ ଚଇନୀଙ୍କୁ ପଚରାଉଚୁରା କରୁଛି ଟିମ୍।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ