jkl
Advertisment
ଅନୁଗୁଳ : ଅନ୍ଧବିଶ୍ୱାସର ଅନ୍ଧ ଗଳିରେ ବିଧାୟକ। ସର୍ବସମ୍ମୁଖରେ ଚାଲିଛି ଅନ୍ଧ ବିଶ୍ୱାସର ଖୋଲା ନାଟକ। ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଆମ୍ବସରମୁଣ୍ଡା ଗାଁରେ ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି । ଯେଉଁଠି ସ୍ଥାନୀୟ ଲୋକଙ୍କ ଦ୍ୱାରା ଶାମ୍ବ ଦଶମୀ ପୂଜାରେ ଆଠମଲ୍ଲିକ ବିଧାୟକ ରମେଶ ସାଏଙ୍କ ଅଜବ ଆଚରଣ ଦେଖିବାକୁ ମିଳିଥିଲା।
Advertisment
ସୂଚନା ମୁତାବକ, ଗାଁର ଗଣ୍ଡ ସମାଜ ପକ୍ଷରୁ ଆଜି କଳସ ଯାତ୍ରା କରାଯାଇଥିଲା । ଆଉ ଠିକ୍ ଏହି ସମୟରେ ବିଧାୟକ ରାସ୍ତା ଉପରେ ଛିଡ଼ା ହୋଇ ଥରିବାକୁ ଲାଗିଥିଲେ, ସତେ ଯେପରି ତାଙ୍କୁ କାଳିଶି ଲାଗିଛି । ଘଟଣା ପରେ ଲୋକେ ତାଙ୍କୁ ପୂଜା କରିବାକୁ ଲାଗିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/jkl_1626689164.jpg)