shop
Advertisment
ବ୍ରହ୍ମଗିରି(ରବିନାରାୟଣ ପୂଜାରୀ): ପୁରୀ ଜିଲ୍ଲା ବ୍ରହ୍ମଗିରିରେ ଫୁଟିଲା ବୋମା। ବ୍ରହ୍ମଗିରିର ପଲଙ୍କ ଗାଁରେ ଥିବା ଏକ ଦୋକାନ ଉପରେ ବୋମାମାଡ଼ ହୋଇଛି। ଗତକାଲି ରାତିରେ କେହି ଦୁବୃର୍ତ୍ତ କ୍ୟାବିନ୍ ଉପରେ ବୋମା ମାଡ଼ କରି ୧୦ ହଜାର ଟଙ୍କାରୁ ଅଧିକ ସାମଗ୍ରୀ ଚୋରି କରି ନେଇଛି।
Advertisment
କିଏ ଓ କାହିଁକି ଏପରି କରିଛି ସେ ନେଇ କୌଣସି ସୂଚନା ମିଳିପାରିନି। ଏନେଇ ବ୍ରହ୍ମଗିରି ଥାନାରେ ଲିଖିତ ଅଭିଯୋଗ ପରେ ପୁଲିସ୍ ଖୋଳତାଡ଼ ଆରମ୍ଭ କରିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/shop_1626339338.jpg)