PEO consumes Poison Photograph: (OTV)
Advertisment
ଗଞ୍ଜାମ ଜିଲ୍ଲାର ଜଣେ ମହିଳା ଅତିରିକ୍ତ ତହସିଲଦାରଙ୍କୁ ଅସଦାଚରଣ ଅଭିଯୋଗ। ଜଣେ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ନାଁରେ ସଙ୍ଗୀନ ଅଭିଯୋଗ କରିଛନ୍ତି ଅତିରିକ୍ତ ତହସିଲଦାର। ତେବେ ଏନେଇ ଇଣ୍ଟରନାଲ କମ୍ପ୍ଲେନ୍ କମିଟିକୁ ଜଣାଇବା ପରେ PEO ବିଷ ପିଇ ଦେଇଥିବା ସୂଚନା ମିଳିଛି।
Advertisment
ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ଅନ୍ୟପକ୍ଷରେ ପିଇଓଙ୍କ ସ୍ତ୍ରୀ ମଧ୍ୟ ଅତିରିକ୍ତ ତହସିଲଦାରଙ୍କ ବିରୋଧରେ ଏକ ଅଭିଯୋଗ ଜିଲାପାଳଙ୍କୁ ଦେଇଥିବା ଜଣାପଡିଛି। ଗତ ୩ ତାରିଖରେ ଏକ ମହୋତ୍ସବ ପାଇ ଆୟୋଜିତ ମାରାଥନରେ ପିଇଓ ଅସଦାଚରଣ କରିଥିବା ଅତିରିକ୍ତ ତହସିଲଦାର ଅଭିଯୋଗ କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/07/peo-consumes-poison-2026-02-07-12-10-49.jpg)