Advertisment

ଗଣଦୁଷ୍କର୍ମ ପରେ ମାରିଦେଲେ !

ନବରଙ୍ଗପୁର  : ରାଜ୍ୟରେ ପୁଣି ଲଜ୍ଜା। ପୁରୀ ଦୁଷ୍କର୍ମର ନିଆଁ ଥମି ନଥିବା ବେଳେ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ଥାନା ଅଂଚଳରେ ପୁଣି ଗଣଦୁଷ୍କର୍ମ। ନାବାଳିକାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ବିଲ ମଝିରୁ ୧୬ ବର୍ଷୀୟ ଝିଅର ମୃତଦେହ ଉଦ୍ଧାର ହୋଇଛି। ରାତିରେ ଘରୁ ବାହାରକୁ ପରିସ୍ରା କରିବାକୁ ଯାଇ ନାବାଳିକା ଜଣକ ନିଖୋଜ ହୋଇଯାଇଥିଲେ।  ନାବାଳିକାଙ୍କ ମୃତଦେହ ନିକଟରେ ଦୁଇଟି ପ୍ୟାଣ୍ଟ ପଡ଼ିଥିବା ଦେଖିବାକୁ ମିଳିଛି।  ଗଣଦୁଷ୍କର୍ମ ପରେ ନାବାଳିକାଙ୍କୁ ହତ୍ୟା କରାଯାଇଥିବା […]

ଗଣଦୁଷ୍କର୍ମ ପରେ ମାରିଦେଲେ !

rape 3

Advertisment

ନବରଙ୍ଗପୁର  : ରାଜ୍ୟରେ ପୁଣି ଲଜ୍ଜା। ପୁରୀ ଦୁଷ୍କର୍ମର ନିଆଁ ଥମି ନଥିବା ବେଳେ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ଥାନା ଅଂଚଳରେ ପୁଣି ଗଣଦୁଷ୍କର୍ମ। ନାବାଳିକାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି ।

Advertisment

ବିଲ ମଝିରୁ ୧୬ ବର୍ଷୀୟ ଝିଅର ମୃତଦେହ ଉଦ୍ଧାର ହୋଇଛି। ରାତିରେ ଘରୁ ବାହାରକୁ ପରିସ୍ରା କରିବାକୁ ଯାଇ ନାବାଳିକା ଜଣକ ନିଖୋଜ ହୋଇଯାଇଥିଲେ।  ନାବାଳିକାଙ୍କ ମୃତଦେହ ନିକଟରେ ଦୁଇଟି ପ୍ୟାଣ୍ଟ ପଡ଼ିଥିବା ଦେଖିବାକୁ ମିଳିଛି।  ଗଣଦୁଷ୍କର୍ମ ପରେ ନାବାଳିକାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ପୁଲିସ ।

ସେପଟେ ଘଟଣାକୁ ନେଇ ଦେଖାଦେଇଛି ଅସନ୍ତୋଷ ।ପରିବାର ଲୋକଙ୍କ ସହ ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ଏବଂ ସ୍ୱେଚ୍ଛାସେବୀ ସଂଗଠନର ସଦସ୍ୟ ମୃତଦେହ ପଡିଥିବା ସ୍ଥାନରେ ପ୍ରତିବାଦ କରୁଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ