Advertisment

ଦୁଇ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ

ଆସିକା: ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡିରେ ଜଣେ ଦୁଇ ବର୍ଷର ନାବାଳିକା ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଏକ ବାହାଘର ଭୋଜିରୁ ନାବାଳିକାକୁ ଉଠାଇ ନେଇ ଦୁଷ୍କର୍ମ କରିବା ପରେ ଏକ ନିଛାଟିଆ ରାସ୍ତାରେ ଦୁର୍ବୃତ୍ତମାନେ ଫୋପାଡ଼ି ଦେଇଥିଲେ। ପରେ ଗାଁ ଲୋକ ନାବାଳିକାକୁ ଉଦ୍ଧାର କରି ପୁଲିସ୍‌କୁ ଜଣାଇଥିଲେ। ପାଟପୁର ପୁଲିସ୍‌ ଏହି ଘଟଣାର ତଦନ୍ତ କରୁଛି।

ଦୁଇ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ

MINOR

Advertisment

ଆସିକା: ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡିରେ ଜଣେ ଦୁଇ ବର୍ଷର ନାବାଳିକା ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି।

Advertisment

ଏକ ବାହାଘର ଭୋଜିରୁ ନାବାଳିକାକୁ ଉଠାଇ ନେଇ ଦୁଷ୍କର୍ମ କରିବା ପରେ ଏକ ନିଛାଟିଆ ରାସ୍ତାରେ ଦୁର୍ବୃତ୍ତମାନେ ଫୋପାଡ଼ି ଦେଇଥିଲେ। ପରେ ଗାଁ ଲୋକ ନାବାଳିକାକୁ ଉଦ୍ଧାର କରି ପୁଲିସ୍‌କୁ ଜଣାଇଥିଲେ। ପାଟପୁର ପୁଲିସ୍‌ ଏହି ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ