Advertisment

ପୋଲ ଉପରେ ଜଳିଗଲା ମିନି ଟ୍ରକ

କଟକ: ମହାନଦୀ ପୋଲ ଉପରେ ହୁତୁ ହୁତୁ ହୋଇ ଜଳୁଥାଏ ଟ୍ରକ। ବାଟରେ ଯାଉଥିବା ଲୋକେ ଆଶ୍ଚର୍ଯ୍ୟ ହେଉଥାନ୍ତି। ହେଲେ ନିଆଁ ଏତେ ଜୋର୍‌ରେ ଜଳୁଥାଏ ଯେ, ଏହା ପାଖକୁ କେହି ଯିବାକୁ ସାହସ କରିପାରୁ ନ ଥାନ୍ତି। ଘଟଣାଟି କାଲି ରାତିର।  କଟକ ଜଗତପୁର ମହାନଦୀ ପୋଲ ଉପରେ ଜଳିଯାଇଛି ଏହି ମିନି ଟ୍ରକ। କଟକରୁ ଜଗତପୁର ଆଡ଼କୁ ଯାଉଥିବା ଏହି ଟ୍ରକରେ ସିମେଣ୍ଟ ବୋଝେଇ ହୋଇ ରହିଥିଲା। ହେଲେ ହଠାତ୍‌ କୌଣସି କାରଣ ଯୋଗୁ […]

ପୋଲ ଉପରେ ଜଳିଗଲା ମିନି ଟ୍ରକ

tu

Advertisment

କଟକ: ମହାନଦୀ ପୋଲ ଉପରେ ହୁତୁ ହୁତୁ ହୋଇ ଜଳୁଥାଏ ଟ୍ରକ। ବାଟରେ ଯାଉଥିବା ଲୋକେ ଆଶ୍ଚର୍ଯ୍ୟ ହେଉଥାନ୍ତି। ହେଲେ ନିଆଁ ଏତେ ଜୋର୍‌ରେ ଜଳୁଥାଏ ଯେ, ଏହା ପାଖକୁ କେହି ଯିବାକୁ ସାହସ କରିପାରୁ ନ ଥାନ୍ତି। ଘଟଣାଟି କାଲି ରାତିର।  କଟକ ଜଗତପୁର ମହାନଦୀ ପୋଲ ଉପରେ ଜଳିଯାଇଛି ଏହି ମିନି ଟ୍ରକ।

Advertisment

କଟକରୁ ଜଗତପୁର ଆଡ଼କୁ ଯାଉଥିବା ଏହି ଟ୍ରକରେ ସିମେଣ୍ଟ ବୋଝେଇ ହୋଇ ରହିଥିଲା। ହେଲେ ହଠାତ୍‌ କୌଣସି କାରଣ ଯୋଗୁ ଏହା ଜଳିବାକୁ ଲାଗିଥିଲା । ଏହି ଅଗ୍ନିକାଣ୍ଡରେ ଟ୍ରକଟି ସମ୍ପୂର୍ଣ୍ଣ ଜଳିଯାଇଛି । ତେବେ ସୌଭାଗ୍ୟକୁ ଏଥିରେ କେହି ମୃତାହତ ହୋଇନାହାନ୍ତି । ଖବର ଲେଖାହେବା ବେଳକୁ ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ ।

Left Top
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ