rita
Advertisment
ଯାଜପୁର : ଯାଜପୁରରେ ୨୪ ଘଣ୍ଟା ପରେ ଉଦ୍ଧାର ହେଲେ ମହିଳା ଶିଳ୍ପପତି । ଗତକାଲି ଦିନ ୩ଟାରୁ ସେ ଗୃହବନ୍ଦୀ ଥିଲେ । ଆଜି ଏସ୍ପି, ଏଡିଏମ୍ ପ୍ରମୁଖ ପହଞ୍ଚି ଶିଳ୍ପପତିଙ୍କୁ ଉଦ୍ଧାର କରିଛନ୍ତି ।
Advertisment
ସୂଚନା ମୁତାବକ, ଜଖପୁରା ଠାରେ ଥିବା ଏକ ହୋଟେଲରେ ମହିଳା ଶିଳ୍ପପତି ରୀତା ସିଂହ ଗତକାଲି ଠାରୁ ଅଟକ ଥିଲେ। ବକେୟା ଦରମା ଦାବିରେ ମୈଥାନ ଇସ୍ପାତ କାରଖାନାର ଶତାଧିକ କର୍ମଚାରୀ ଅଟକ ରଖିଥିଲେ। କର୍ମଚାରୀଙ୍କ ସହ ସୁକିନ୍ଦା ବିଧାୟକ ପ୍ରୀତିରଂଜନ ଘଡ଼ାଇ ମଧ୍ୟ ଉପସ୍ଥିତ ଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/rita_1626686656.jpg)