Mauritius Man Photograph: (OTV)
ମରିସସରୁ ଟାଣି ଆଣିଛି ମାଟିର ମୋହ । ଓଡ଼ିଶା ଆସି ପୂର୍ବପୁରୁଷଙ୍କ ଜନ୍ମସ୍ଥାନ ଖୋଜୁଛନ୍ତି ମରିସସର ରାମରୂପ ଜଗୁରନାଥ । ଏହାରି ଭିତରେ ସେ ଯାଜପୁର ବୈତରଣୀକୁ ଯାଇ ସିଦ୍ଧେଶ୍ବର ଘାଟରେ ଅସ୍ଥି ବିସର୍ଜନ କରି ପିଣ୍ଡଦାନ କରିଛନ୍ତି । ବର୍ଷ ବର୍ଷ ଧରି ରାମରୂପ ନିଜ ପୂର୍ବପୁରୁଷ ଓ ତାଙ୍କ ଜନ୍ମମାଟିକୁ ଖୋଜୁଥିଲେ ମଧ୍ୟ ଏଯାଏଁ ପାଇନାହାନ୍ତି । ଆସନ୍ତା ସପ୍ତାହେ ଯାଏଁ ସେ ଯାଜପୁରରେ ରହି ମାଆ ବିରଜାଙ୍କୁ ଦର୍ଶନ କରିବେ ବୋଲି କହିଛନ୍ତି ।
ଅଧିକ ଦେଖନ୍ତୁ:
• ପୂର୍ବପୁରୁଷଙ୍କ ଠିକଣା ଖୋଜୁଛନ୍ତି ମରିସସର ରାମରୂପ ଜଗୁରନାଥ
• ଓଡ଼ିଶା ରାମରୂପଙ୍କ ପୂର୍ବପୁରୁଷଙ୍କ ଜନ୍ମସ୍ଥାନ ସୂଚନା
• ବୈତରଣୀକୁ ଯାଇ ଅସ୍ଥି ବିସର୍ଜନ ସହ ପିଣ୍ଡଦାନ କଲେ ରାମରୂପ
• ସାଙ୍ଗରେ ଆଣିଥିବା ନଥିପତ୍ର ଯାଜପୁର ଜିଲ୍ଲା ପ୍ରଶାସନକୁ ପ୍ରଦାନ
• ୨୦୧୨ ମସିହାରୁ ଚଳିତଥରକୁ ମିଶାଇ ସେ ୪ ଥର ଓଡ଼ିଶା ଆସି ସାରିଲେଣି
• ଏଯାଏଁ ପୂର୍ବପୁରୁଷଙ୍କ ସ୍ପଷ୍ଟ ଠିକଣା ପାଇପାରିନାହାନ୍ତି
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/25/mauritius-man-2025-10-25-09-40-36.jpg)