MATRIC-EXAM Photograph: (OTV)
ଆଜିଠୁ ଆରମ୍ଭ ହେଉଛି ମାଟ୍ରିକ ପରୀକ୍ଷା ପାଇଁ ପ୍ରସ୍ତୁତି ପର୍ବ। ଚଳିତ ଶିକ୍ଷା ବର୍ଷର ମାଟ୍ରିକ ପରୀକ୍ଷା ପାଇଁ ଆଜିଠୁ ଫର୍ମ ପୂରଣ ପ୍ରକ୍ରିୟା ଆରମ୍ଭ ହେବ। ୨୨ ତାରିଖ ଯାଏଁ ମାଟ୍ରିକ ଛାତ୍ରଛାତ୍ରୀ ଫର୍ମ ପୂରଣ କରିପାରିବେ। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଉଭୟ ରେଗୁଲାର ଏବଂ ଏକ୍ସ-ରେଗୁଲାର ପରୀକ୍ଷା ପାଇଁ ଅନଲାଇନ୍ ବ୍ୟବସ୍ଥା ରହିଛି। ବିଦ୍ୟାଳୟ ମୁଖ୍ୟଙ୍କ ଦ୍ବାରା ଅନଲାଇନରେ ଛାତ୍ରଛାତ୍ରୀ ଫର୍ମ ପୂରଣ କରିବେ।
• ମାଟ୍ରିକ ପରୀକ୍ଷା ପାଇଁ ଆଜିଠୁ ଫର୍ମ ପୂରଣ
• ୨୦୨୬ ମାଟ୍ରିକ ପରୀକ୍ଷା ପାଇଁ ଆଜିଠୁ ଫର୍ମ ପୂରଣ
• ଆଜିଠୁ ୨୨ ତାରିଖ ଯାଏଁ ଫର୍ମ ପୂରଣ କରିପାରିବେ ଛାତ୍ରଛାତ୍ରୀ
• ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା
• ରେଗୁଲାର, ଏକ୍ସ-ରେଗୁଲାର ପରୀକ୍ଷା ପାଇଁ ଅନଲାଇନ୍ ବ୍ୟବସ୍ଥା
• ବିଦ୍ୟାଳୟ ମୁଖ୍ୟଙ୍କ ଦ୍ବାରା ଅନ୍ ଲାଇନରେ ହେବ ଫର୍ମ ପୂରଣ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/11/08/matric-exam-2025-11-08-07-51-42.jpg)