Forest Fire Photograph: (OTV)
Advertisment
ସୁନ୍ଦରଗଡ଼ ଜିଲ୍ଲା କୋଇଡା ରେଞ୍ଜ ରେ ବ୍ୟାପୁଛି ଭୟଙ୍କର ଜଙ୍ଗଲ ନିଆଁ। କୋଇଡା ରେଞ୍ଜଠାରୁ ମାତ୍ର ଦୁଇ କିଲୋମଟର ବ୍ୟବଧାନରେ ଥିବା ଭବାନୀ ପାହାଡ ଆଜି ସକାଳୁ ଜଳୁଛି।
Advertisment
ନିଆଁର ମାତ୍ରା ଏତେ ପ୍ରଖର ରହିଛି ଯେ କିଛି ଘଣ୍ଟା ମଧ୍ୟରେ ସମ୍ପୁର୍ଣ୍ଣ ଭବାନୀ ପାହାଡକୁ କାବୁ କରିଛି ଜଙ୍ଗଲ ନିଆଁ। ଫଳରେ ବିପଦରେ ବନ୍ୟଜନ୍ତୁ ଓ ଜଙ୍ଗଲର ମୂଲ୍ୟବାନ ବୃକ୍ଷ। ଘଟଣା ସ୍ଥଳରେ ବନ ବିଭାଗର ନିଆଁ ଲିଭା ପାଇଁ ନିୟୋଜିତ ଥିବା କର୍ମଚାରୀ ପହଞ୍ଚି ନିଆଁ ଲିଭାଉଥିବା ବେଳେ ନିଆଁକୁ ଆୟତ୍ତ କରି ହେଉନି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/26/forest-fire-2026-02-26-14-32-34.jpg)