Advertisment

ବିଜୟ ମହାନ୍ତିଙ୍କ ଆଶୁ ଆରୋଗ୍ୟ କାମନା କରି ସମୁହ ଦୀପ ଦାନ ଓ ପୂଜାର୍ଚ୍ଚନା

କେନ୍ଦ୍ରାପଡ଼ା: ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା ବିଜୟ ମହାନ୍ତିଙ୍କ ଆଶୁ ଆରୋଗ୍ୟ କାମନା କରି ତାଙ୍କ ଜନ୍ମସ୍ଥାନ କେନ୍ଦ୍ରାପଡ଼ା ଜିଲ୍ଲା ପାଣ୍ଡିରି ଗାଁରେରେ ସମୁହ ଦୀପ ଦାନ ଓ ପୂଜାର୍ଚ୍ଚନା କରାଯାଇଛି। ଗାଁରେ ରହୁଥିବା ବିଜୟ ମହାନ୍ତିଙ୍କ ପରିବାର ସଦସ୍ୟମାନେ କୂଳ ଦେବତା ଲକ୍ଷ୍ମୀ-ନାରାୟଣଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରିବା ସହିତ ଦୀପ ଦାନ କରି ତାଙ୍କର ଆରୋଗ୍ୟ କାମନା କରିଛନ୍ତି। ୧୯୫୦ ମସିହାରେ ବିଜୟ ମହାନ୍ତି ପାଣ୍ଡିରି ଗାଁରେ ଜନ୍ମ ଗ୍ରହଣ କରିଥିଲେ। ଗାଁରେ ହିଁ ତାଙ୍କର ବାଲ୍ୟକାଳ […]

ବିଜୟ ମହାନ୍ତିଙ୍କ ଆଶୁ ଆରୋଗ୍ୟ କାମନା କରି ସମୁହ ଦୀପ ଦାନ ଓ ପୂଜାର୍ଚ୍ଚନା

bijay-mohanty-1

Advertisment

କେନ୍ଦ୍ରାପଡ଼ା: ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା ବିଜୟ ମହାନ୍ତିଙ୍କ ଆଶୁ ଆରୋଗ୍ୟ କାମନା କରି ତାଙ୍କ ଜନ୍ମସ୍ଥାନ କେନ୍ଦ୍ରାପଡ଼ା ଜିଲ୍ଲା ପାଣ୍ଡିରି ଗାଁରେରେ ସମୁହ ଦୀପ ଦାନ ଓ ପୂଜାର୍ଚ୍ଚନା କରାଯାଇଛି। ଗାଁରେ ରହୁଥିବା ବିଜୟ ମହାନ୍ତିଙ୍କ ପରିବାର ସଦସ୍ୟମାନେ କୂଳ ଦେବତା ଲକ୍ଷ୍ମୀ-ନାରାୟଣଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରିବା ସହିତ ଦୀପ ଦାନ କରି ତାଙ୍କର ଆରୋଗ୍ୟ କାମନା କରିଛନ୍ତି।

Advertisment

୧୯୫୦ ମସିହାରେ ବିଜୟ ମହାନ୍ତି ପାଣ୍ଡିରି ଗାଁରେ ଜନ୍ମ ଗ୍ରହଣ କରିଥିଲେ। ଗାଁରେ ହିଁ ତାଙ୍କର ବାଲ୍ୟକାଳ କଟିଥିଲା। ଗାଁରେ ଶିକ୍ଷା ଗ୍ରହଣ କରି ଶେଷରେ ଅଭିନୟ ଶିକ୍ଷା ପାଇଁ ନ୍ୟାସ୍‌ନାଲ୍‌ ସ୍କୁଲ ଅଫ ଡ୍ରାମାରେ ଯୋଗ ଦେଇଥିଲେ। ହାଇଦ୍ରାବାଦରେ ତାଙ୍କ ଅସୁସ୍ଥତା ଖବର ପାଇ ଗାଁରେ ଥିବା ପରିବାର ଲୋକେ ବ୍ୟସ୍ତ ହୋଇପଡ଼ିଥିଲେ।

ଲକ୍‌ଡାଉନ୍‌ ପରେ ଗାଁକୁ ଆସି ବୁଲିକି ଯିବେ ବୋଲି ବିଜୟ ମହାନ୍ତି କହିଥିଲେ।

Ollywood Odia Actor Bijay Mohanty Odia Actor Bijay Mohanty Health Condition Odia Latest News Prayers For Bijay Mohanty
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ