Advertisment

Masked Attacker Shoots Youth: ଯୁବକଙ୍କୁ ମୁଖାପିନ୍ଧା ଦୁର୍ବୃତ୍ତର ଗୁଳିମାଡ଼, ସୁରଟରୁ ଫେରିଥିଲେ ଯୁବକ

ଯୁବକଙ୍କୁ ମୁଖାପିନ୍ଧା ଦୁର୍ବୃତ୍ତର ଗୁଳିମାଡ଼। ପୁରୁଷୋତ୍ତମପୁର ଥାନା ଷୁଣ୍ଢିବାଙ୍କ ଗାଁରେ ଗୁଳିମାଡ଼। ସୁରଟରୁ ଫେରିଥିଲେ ଯୁବକ। ଗୁଳିମାଡ଼ର କାରଣ ଅସ୍ପଷ୍ଟ। ଗୁରୁତର ଯୁବକ ବ୍ରହ୍ମପୁର ଏମ୍ କେସିଜିରେ ଭର୍ତ୍ତି।

author-image
Pramod Behera
Masked Attacker Shoots Youth

ଯୁବକଙ୍କୁ ମୁଖାପିନ୍ଧା ଦୁର୍ବୃତ୍ତର ଗୁଳିମାଡ଼ Photograph: (OTV)

ଯୁବକଙ୍କୁ ମୁଖାପିନ୍ଧା ଦୁର୍ବୃତ୍ତର ଗୁଳିମାଡ଼। ବ୍ରହ୍ମପୁର ପୁରୁଷୋତ୍ତମପୁର ଥାନା ଷୁଣ୍ଢିବାଙ୍କ ଗାଁରେ ଗୁଳିମାଡ଼ ହୋଇଛି। ଆହତ ଯୁବକ ହେଲେ ଅରଖପୁର ଗାଁର ସାଗର ବେହେରା। ସାଗରଙ୍କ ଡାହାଣ ଗୋଡ଼ରେ ୨ଟି ଗୁଳି ବାଜିଥିବା ବେଳେ ତାଙ୍କୁ ବ୍ରହ୍ମପୁର ଏମ୍ କେସିଜିରେ ଭର୍ତ୍ତି କରାଯାଇଛି। ଗୁଳିମାଡ଼ର କାରଣ ଅସ୍ପଷ୍ଟ ରହିଛି। ଯୁବକ ଜଣଙ୍କ ନିକଟରେ ସୁରଟରୁ ଫେରିଥିବା ସୂଚନା ମିଳିଛି।

Advertisment

  • ଯୁବକଙ୍କୁ ମୁଖାପିନ୍ଧା ଦୁର୍ବୃତ୍ତର ଗୁଳିମାଡ଼
  • ପୁରୁଷୋତ୍ତମପୁର ଥାନା ଷୁଣ୍ଢିବାଙ୍କ ଗାଁରେ ଗୁଳିମାଡ଼
  • ସୁରଟରୁ ଫେରିଥିଲେ ଯୁବକ
  • ଗୁଳିମାଡ଼ର କାରଣ ଅସ୍ପଷ୍ଟ
  • ଗୁରୁତର ଯୁବକ ବ୍ରହ୍ମପୁର ଏମ୍ କେସିଜିରେ ଭର୍ତ୍ତି
Berhampur Odisha Crime Odisha News
Advertisment
Advertisment