Advertisment

ନିର୍ବାଚନ ବର୍ଜନ ଦାବିରେ ମାଓ ପୋଷ୍ଟର

କଳାହାଣ୍ଡି: ଚଳିତ ବିଧାନସଭା ଓ ଲୋକସଭା ନିର୍ବାଚନ ବର୍ଜନ ଦାବିରେ  କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁରର ବିଭିନ୍ନ ସ୍ଥାନରେ ମାଓବାଦୀମାନେ ପୋଷ୍ଟର ମାରିଛନ୍ତି। ମାଓବାଦୀ ସଂଗଠନ KKBN ତରଫରୁ ଏହି ପୋଷ୍ଟର ଲଗାଯାଇଛି। ଏହା ପୂର୍ବରୁ ମଦନପୁର ରାମପୁର ଥାନାର ଦୁର୍ଗମ ବରବନ୍ଧା, ବେଲଗା, ଚିଦ୍ରା ଅଞ୍ଚଳରେ ମାଓବାଦୀମାନେ ପୋଷ୍ଟର ମାରି ଏଭଳି ନିର୍ବାଚନକୁ ବିରୋଧ କରିବାକୁ ଆହ୍ୱାନ ଦେଇଥିଲେ।

ନିର୍ବାଚନ ବର୍ଜନ ଦାବିରେ ମାଓ ପୋଷ୍ଟର

mao

Advertisment

କଳାହାଣ୍ଡି: ଚଳିତ ବିଧାନସଭା ଓ ଲୋକସଭା ନିର୍ବାଚନ ବର୍ଜନ ଦାବିରେ  କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁରର ବିଭିନ୍ନ ସ୍ଥାନରେ ମାଓବାଦୀମାନେ ପୋଷ୍ଟର ମାରିଛନ୍ତି।

Advertisment

ମାଓବାଦୀ ସଂଗଠନ KKBN ତରଫରୁ ଏହି ପୋଷ୍ଟର ଲଗାଯାଇଛି। ଏହା ପୂର୍ବରୁ ମଦନପୁର ରାମପୁର ଥାନାର ଦୁର୍ଗମ ବରବନ୍ଧା, ବେଲଗା, ଚିଦ୍ରା ଅଞ୍ଚଳରେ ମାଓବାଦୀମାନେ ପୋଷ୍ଟର ମାରି ଏଭଳି ନିର୍ବାଚନକୁ ବିରୋଧ କରିବାକୁ ଆହ୍ୱାନ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ