Advertisment

ଭୋଟ ବର୍ଜନ କରିବାକୁ ସାଧାରଣ ଲୋକଙ୍କୁ ନକ୍ସଲଙ୍କ ଧମକ

ଫୁଲବାଣୀ(ତ୍ରିନାଥ ସାହୁ):  ଭୋଟ ବର୍ଜନ କରିବାକୁ ସାଧାରଣ ଲୋକଙ୍କୁ ମାଓବାଦୀଙ୍କ ଚେତାବନୀ। କନ୍ଧମାଳ ଜିଲ୍ଲା ଗୁଛାପଡ଼ା ଥାନା ଅଞ୍ଚଳରେ ପୋଷ୍ଟର ମାରି ଭୋଟ ବର୍ଜନ କରିବାକୁ ଧମକ ଦେଇଛନ୍ତି ମାଓବାଦୀ। ସିପିଆଇ ମାଓବାଦୀ କେକେବିଏନ୍ ଡିଭିଜନ୍ ନାଁରେ ଏହି ପୋଷ୍ଟର ମରାଯାଇଛି। ଗୁଛାପଡ଼ା ଛକ ସମେତ ଗୁଛାପଡ଼ାଠାରୁ ବାଇନ୍ଦାପଡ଼ା ରାସ୍ତାର ବିଭିନ୍ନ ଛକ ଓ ଗଛ ଗୁଡ଼ିକରେ ପୋଷ୍ଟର ଦେଖିବାକୁ ମିଳିଛି। ଏପରିକି ସରକାରୀ ବସ୍‌ରେ ମଧ୍ୟ ଏହି ପୋଷ୍ଟର ମରାଯାଇଛି।

ଭୋଟ ବର୍ଜନ କରିବାକୁ ସାଧାରଣ ଲୋକଙ୍କୁ ନକ୍ସଲଙ୍କ ଧମକ

mao

Advertisment

ଫୁଲବାଣୀ(ତ୍ରିନାଥ ସାହୁ):  ଭୋଟ ବର୍ଜନ କରିବାକୁ ସାଧାରଣ ଲୋକଙ୍କୁ ମାଓବାଦୀଙ୍କ ଚେତାବନୀ। କନ୍ଧମାଳ ଜିଲ୍ଲା ଗୁଛାପଡ଼ା ଥାନା ଅଞ୍ଚଳରେ ପୋଷ୍ଟର ମାରି ଭୋଟ ବର୍ଜନ କରିବାକୁ ଧମକ ଦେଇଛନ୍ତି ମାଓବାଦୀ।

Advertisment

ସିପିଆଇ ମାଓବାଦୀ କେକେବିଏନ୍ ଡିଭିଜନ୍ ନାଁରେ ଏହି ପୋଷ୍ଟର ମରାଯାଇଛି। ଗୁଛାପଡ଼ା ଛକ ସମେତ ଗୁଛାପଡ଼ାଠାରୁ ବାଇନ୍ଦାପଡ଼ା ରାସ୍ତାର ବିଭିନ୍ନ ଛକ ଓ ଗଛ ଗୁଡ଼ିକରେ ପୋଷ୍ଟର ଦେଖିବାକୁ ମିଳିଛି। ଏପରିକି ସରକାରୀ ବସ୍‌ରେ ମଧ୍ୟ ଏହି ପୋଷ୍ଟର ମରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ