Advertisment

ମାନସ ମଙ୍ଗରାଜ ସରକାରଙ୍କ ମିଡିଆ ପରାମର୍ଶଦାତା

ଭୁବନେଶ୍ୱର  : କଂଗ୍ରେସ ଛାଡ଼ି ଗତବର୍ଷ ବିଜେଡିରେ ସାମିଲ ହୋଇଥିବା ଯୁବନେତା ମାନସ ମଙ୍ଗରାଜଙ୍କୁ ରାଜ୍ୟ ସରକାରଙ୍କ ମିଡିଆ ଓ ଲୋକସମ୍ପର୍କ ପରାମର୍ଶଦାତା ଭାବେ ଥଇଥାନ କରାଯାଇଛି। ଶ୍ରୀ ମଙ୍ଗରାଜ ଏବେ ବିଜେଡିର ସାଧାରଣ ସମ୍ପାଦକ (ଗଣମାଧ୍ୟମ ବ୍ୟାପାର) ଭାବେ କାର୍ଯ୍ୟ କରୁଛନ୍ତି। ସାଧାରଣ ନିର୍ବାଚନରେ ସେ ଚିଲିକା ବିଧାନସଭା ଆସନରୁ ଟିକେଟ୍ ଆଶାୟୀ ଥିଲେ ମଧ୍ୟ ବିଜେଡି ତାଙ୍କୁ ଟିକେଟ୍ ଦେଇନଥିଲା। ଶ୍ରୀ ମଙ୍ଗରାଜ ୨୦୧୪ରେ କଂଗ୍ରେସ ଟିକେଟ୍ରେ ଚିଲିକା ବିଧାନସଭା ଆସନରୁ ଲଢ଼ି ପରାଜିତ […]

ମାନସ ମଙ୍ଗରାଜ ସରକାରଙ୍କ ମିଡିଆ ପରାମର୍ଶଦାତା

manas

Advertisment

ଭୁବନେଶ୍ୱର  : କଂଗ୍ରେସ ଛାଡ଼ି ଗତବର୍ଷ ବିଜେଡିରେ ସାମିଲ ହୋଇଥିବା ଯୁବନେତା ମାନସ ମଙ୍ଗରାଜଙ୍କୁ ରାଜ୍ୟ ସରକାରଙ୍କ ମିଡିଆ ଓ ଲୋକସମ୍ପର୍କ ପରାମର୍ଶଦାତା ଭାବେ ଥଇଥାନ କରାଯାଇଛି। ଶ୍ରୀ ମଙ୍ଗରାଜ ଏବେ ବିଜେଡିର ସାଧାରଣ ସମ୍ପାଦକ (ଗଣମାଧ୍ୟମ ବ୍ୟାପାର) ଭାବେ କାର୍ଯ୍ୟ କରୁଛନ୍ତି।

Advertisment

ସାଧାରଣ ନିର୍ବାଚନରେ ସେ ଚିଲିକା ବିଧାନସଭା ଆସନରୁ ଟିକେଟ୍ ଆଶାୟୀ ଥିଲେ ମଧ୍ୟ ବିଜେଡି ତାଙ୍କୁ ଟିକେଟ୍ ଦେଇନଥିଲା। ଶ୍ରୀ ମଙ୍ଗରାଜ ୨୦୧୪ରେ କଂଗ୍ରେସ ଟିକେଟ୍ରେ ଚିଲିକା ବିଧାନସଭା ଆସନରୁ ଲଢ଼ି ପରାଜିତ ହୋଇଥିଲେ।

ଉଲ୍ଲେଖଯୋଗ୍ୟ, ଅଗଷ୍ଟ ୧୬ ତାରିଖରେ ୩୬ଜଣ ବିଜେଡି ନେତାଙ୍କୁ ବିଭିନ୍ନ ସରକାରୀ ପଦପଦବୀରେ ଥଇଥାନ କରାଯାଇଥଲା। ସେତେବେଳେ ଶ୍ରୀ ମଙ୍ଗରାଜଙ୍କୁ ସାମିଲ କରାଯାଇ ନଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ