puri
Advertisment
ପୁରୀ(ମଧୁସୂଦନ ମିଶ୍ର): ଶ୍ରୀଜିଉଙ୍କ ରଥ ନିର୍ମାଣ ପାଇଁ ଆସୁଥିବା କାଠ ପଡ଼ି ଜଣେ ଶ୍ରମିକ ଗୁରୁତର ହୋଇଛନ୍ତି। ଟ୍ରାକ୍ଟରରୁ ରଥକାଠ ତଳକୁ ଓହ୍ଲାଉଥିବା ବେଳେ ଶ୍ରମିକଙ୍କ ଗୋଡରେ ପଡ଼ିଥିଲା। ଆହତ ଶ୍ରମିକଙ୍କ ନାଁ ମାନସ ପ୍ରଧାନ।
Advertisment
ପ୍ରଥମେ ତାଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଶ୍ରୀଜିଉଙ୍କ ରଥ ନିର୍ମାଣ ପାଇଁ ଦଶପଲ୍ଲାରୁ ୪୦ ଫୁଟିଆ ଫାଶୀ କାଠ ଅଣାଯାଉଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/puri-2_1626429720.jpg)