Advertisment

କଲରାପତରିଆ ବାଘ ଚମଡ଼ା ଜବତ: ୩ ଗିରଫ

ବାରିପଦା: କରଞ୍ଜିଆ ଓ ଦୁଧିଆଣି ରେଞ୍ଜ୍‌ର ମିଳିତ ଚଢଉ କରି ଗୋଟିଏ କଲରାପତରିଆ ବାଘର ଚମଡ଼ା ଜବତ କରିଛନ୍ତି। ବାଘ ଚମଡ଼ା କାରବାର ଅଭିଯୋଗରେ ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣି କରିଛନ୍ତି ବନ ବିଭାଗ କର୍ମଚାରୀ। ଗିରଫ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଜଣେ ବ୍ୟାଙ୍କ କର୍ମଚାରୀ ଅଛନ୍ତି। ଦୁଧିଆଣି ରେଞ୍ଜ୍‌ ଅନ୍ତର୍ଗତ କଙ୍କଡା ଗାଁର ଦୁଇ ବ୍ୟକ୍ତି ଓ କେନ୍ଦୁମୁଣ୍ଡି ରେଞ୍ଜ ଅନ୍ତର୍ଗତ ଧାତିକାବେଡାରୁ ଶିରିଷ ମହାନ୍ତ ନାମକ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ […]

କଲରାପତରିଆ ବାଘ ଚମଡ଼ା ଜବତ: ୩ ଗିରଫ

tiger

Advertisment

ବାରିପଦା: କରଞ୍ଜିଆ ଓ ଦୁଧିଆଣି ରେଞ୍ଜ୍‌ର ମିଳିତ ଚଢଉ କରି ଗୋଟିଏ କଲରାପତରିଆ ବାଘର ଚମଡ଼ା ଜବତ କରିଛନ୍ତି। ବାଘ ଚମଡ଼ା କାରବାର ଅଭିଯୋଗରେ ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣି କରିଛନ୍ତି ବନ ବିଭାଗ କର୍ମଚାରୀ।

Advertisment

ଗିରଫ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଜଣେ ବ୍ୟାଙ୍କ କର୍ମଚାରୀ ଅଛନ୍ତି। ଦୁଧିଆଣି ରେଞ୍ଜ୍‌ ଅନ୍ତର୍ଗତ କଙ୍କଡା ଗାଁର ଦୁଇ ବ୍ୟକ୍ତି ଓ କେନ୍ଦୁମୁଣ୍ଡି ରେଞ୍ଜ ଅନ୍ତର୍ଗତ ଧାତିକାବେଡାରୁ ଶିରିଷ ମହାନ୍ତ ନାମକ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବନ ବିଭାଗ। ଗିରଫ ଶିରିଷ ମୟୂରଭଞ୍ଜ ସମବାୟ ବ୍ୟାଙ୍କର କର୍ମଚାରୀ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ