Advertisment

ଭୁଲ୍‌ ଇଞ୍ଜେକସନ୍‌ ଜୀବନ ନେଲା

ସୋର: ଭୁଲ୍ ଇଞ୍ଜେକ୍‌ସନରୁ ଯୁବତୀଙ୍କ ମୃତ୍ୟୁ ହୋଇଛି। ଅଭିଯୋଗ ଆସିଛି ବାଲେଶ୍ୱର ଜିଲା ସୋରରୁ । ସୋରର ଅଡ଼ଙ୍ଗ ବଜାରରେ ଥିବା ଏକ ଘରୋଇ କ୍ଲିନିକରେ ଇଞ୍ଜେକସନ୍‌ ନେଇ ଯୁବତୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ପରିବାର। ଜ୍ୱରରେ ଆକ୍ରାନ୍ତ ହୋଇ ସ୍ଥାନୀୟ ବାଗୁଡ଼ିର ଏହି ଯୁବତୀ କ୍ଲିନିକକୁ ଆସିଥିଲେ। ଡାକ୍ତର ଲେଖିଥିବା ଇଞ୍ଜେକସନ୍‌କୁ ନିକଟରେ ଥିବା ମେଡିସିନ ଷ୍ଟୋରରୁ ଆଣି ତାଙ୍କୁ ଦିଆଯାଇଥିଲା। କ୍ଲିନିକରେ ଇଞ୍ଜେକସନ୍‌ ଦିଆଯିବା ପରେ ଯୁବତୀଙ୍କ ମୃତ୍ୟୁ ଘଟିଥିବା ତାଙ୍କ […]

ଭୁଲ୍‌ ଇଞ୍ଜେକସନ୍‌ ଜୀବନ ନେଲା

de

Advertisment

ସୋର: ଭୁଲ୍ ଇଞ୍ଜେକ୍‌ସନରୁ ଯୁବତୀଙ୍କ ମୃତ୍ୟୁ ହୋଇଛି। ଅଭିଯୋଗ ଆସିଛି ବାଲେଶ୍ୱର ଜିଲା ସୋରରୁ । ସୋରର ଅଡ଼ଙ୍ଗ ବଜାରରେ ଥିବା ଏକ ଘରୋଇ କ୍ଲିନିକରେ ଇଞ୍ଜେକସନ୍‌ ନେଇ ଯୁବତୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ପରିବାର। ଜ୍ୱରରେ ଆକ୍ରାନ୍ତ ହୋଇ ସ୍ଥାନୀୟ ବାଗୁଡ଼ିର ଏହି ଯୁବତୀ କ୍ଲିନିକକୁ ଆସିଥିଲେ।

Advertisment

ଡାକ୍ତର ଲେଖିଥିବା ଇଞ୍ଜେକସନ୍‌କୁ ନିକଟରେ ଥିବା ମେଡିସିନ ଷ୍ଟୋରରୁ ଆଣି ତାଙ୍କୁ ଦିଆଯାଇଥିଲା। କ୍ଲିନିକରେ ଇଞ୍ଜେକସନ୍‌ ଦିଆଯିବା ପରେ ଯୁବତୀଙ୍କ ମୃତ୍ୟୁ ଘଟିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏହାକୁ ନେଇ ଉତ୍ତେଜନା ଦେଖାଦେଇଥିଲା। ପୋଲିସ ସମ୍ପୃକ୍ତ ଘରୋଇ କ୍ଲିନିକରେ ପହଞ୍ଚି ତନାଘନା ଚଳାଇଛି।

Left Top
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ