Advertisment

SIT Investigation: ୨୦୦ କୋଟି ଗଞ୍ଜେଇ ତେଲ ଜବତ ଘଟଣା; ତଦନ୍ତ ପାଇଁ ଗଠନ ହେବ SIT

ଗଞ୍ଜେଇ ତେଲ ଜବତ: SIT ଗଠନ। SIT ଗଠନ ନେଇ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜିଙ୍କ ସୂଚନା। ୨୦୦ କୋଟି ଗଞ୍ଜେଇ ତେଲ ଜବତ ଘଟଣା; ତଦନ୍ତ ପାଇଁ ଗଠନ ହେବ SIT। ଏସପିଙ୍କ ନେତୃତ୍ବରେ SIT ଗଠନ ନେଇ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜିଙ୍କ ସୂଚନା।

author-image
Pramod Behera
SIT Investigation

୨୦୦ କୋଟି ଗଞ୍ଜେଇ ତେଲ ଜବତ ଘଟଣା; ତଦନ୍ତ ପାଇଁ ଗଠନ ହେବ SIT Photograph: (OTV)

ଦୁଇ ଶହ କୋଟି ଟଙ୍କାର ଗଞ୍ଜେଇ ତେଲ ଜବତ ଘଟଣାରେ SIT ଗଠନ । SIT ଗଠନ ନେଇ ଦକ୍ଷିଣା ପଶ୍ଚିମାଞ୍ଚଳ ଡିଆଇଜି କନୱର ବିଶାଳ ସିଂଙ୍କ ସୂଚନା । ଏସପିଙ୍କ ନେତୃତ୍ବରେ SIT ଗଠନ ନେଇ ସୂଚନା ମିଳିଛି । ଅର୍ଥନୈତିକ ଦେଣନେଣର ତଦନ୍ତ ହେବ, ଏକାଧିକ ସ୍ଥାନରେ ରେଡ୍ ଜାରି ।

Advertisment

ଏହି ଘଟଣାରେ ମାଷ୍ଟରମାଇଣ୍ଡ ସହ ୬ ଗିରଫ । କିଙ୍ଗପିନ ସମେତ ୪ ଅଭିଯୁକ୍ତ କେରଳର, ଅନ୍ୟ ୨ ଜଣ ସ୍ଥାନୀୟ ଅଭିଯୁକ୍ତ । 

୨ ଶହ କୋଟି ଟଙ୍କାର ଗଂଜେଇ ତେଲ ଜବତ କରିଥିଲା କୋରାପୁଟ ପୋଲିସ । ପାଡୁଆ ଥାନା ଅନ୍ତର୍ଗତ ଜଲାପୁଟ ଜଳଭଣ୍ଡାର ଭିତରେ ଟାପୁରୁ ଜବତ ହୋଇଥିଲା ୧୮ ଶହ ଲିଟର ତରଳ ଗଂଜେଇ। ଏଥିସହ ଜବତ ହୋଇଥିଲା ଗଂଜେଇ ସହ ଗଂଜେଇ ତେଲ, କେମିକାଲ ଜାର୍କିନ, ବୋତଲ। ଏନେଇ ପୋଲିସ ତନାଘନା ଜାରି ରଖିଛି । 

Advertisment

  • ଗଞ୍ଜେଇ ତେଲ ଜବତ: SIT ଗଠନ
  • SIT ଗଠନ ନେଇ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜିଙ୍କ ସୂଚନା
  • ୨୦୦ କୋଟି ଗଞ୍ଜେଇ ତେଲ ଜବତ ଘଟଣା; ତଦନ୍ତ ପାଇଁ ଗଠନ ହେବ SIT
  • ଏସପିଙ୍କ ନେତୃତ୍ବରେ SIT ଗଠନ ନେଇ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜିଙ୍କ ସୂଚନା
  • କିଙ୍ଗପିନ ସମେତ ୪ ଅଭିଯୁକ୍ତ କେରଳର, ଅନ୍ୟ ୨ ଜଣ ସ୍ଥାନୀୟ ଅଭିଯୁକ୍ତ
  • ଅର୍ଥନୈତିକ ଦେଣନେଣର ତଦନ୍ତ ହେବ, ଏକାଧିକ ସ୍ଥାନରେ ରେଡ୍ ଜାରି
Cannabis Seized Odisha Crime Odisha News
Advertisment
Advertisment