IIC Suspended Photograph: (OTV)
ଲାଞ୍ଚ ନେଇ ଗିରଫ ହୋଇଥିବା କୋରାପୁଟ ଦଶମନ୍ତପୁର ଥାନାଧିକାରୀ ସୁକମା ହାଁସଦା ଚାକିରିରୁ ନିଲମ୍ବିତ। ଥାନାଧିକାରୀ ସୁକମାଙ୍କୁ ଏକ ଲାଞ୍ଚ ମାମଲାରେ ଗିରଫ କରାଯାଇଛି ।
ଅଭିଯୋଗ ଅନୁସାରେ, ଏକ ମାମଲାରେ ରଫାଦଫା କରିବାକୁ ଥାନାଧିକାରୀ ସୁକମା ମାଗିଥିଲେ ୨୦ ହଜାର। ଡିଲ୍ ମୁତାବକ ୨୦ ହଜାର ଲାଞ୍ଚ ନେବା ବେଳେ ଜୟପୁର ଭିଜିଲାନ୍ସ ଟିମ୍ ତାଙ୍କୁ ଗତ ୧୮ ତାରିଖରେ ଧରିଥିଲା।
• ଚାକିରିରୁ ନିଲମ୍ବିତ ଦଶମନ୍ତପୁର ଥାନାଧିକାରୀ
• ଲାଞ୍ଚ ନେଇ ଧରାପଡ଼ିଥିଲେ ଥାନାଧିକାରୀ ସୁକମା ହାଁସଦା
• ଭିଜିଲାନ୍ସ ପଞ୍ଝାରେ ପଡ଼ିଥିଲେ ଦଶମନ୍ତପୁର ଥାନାଧିକାରୀ
• ଏକ ମାମଲାରେ ରଫାଦଫା କରିବାକୁ ମାଗିଥିଲେ ୨୦ ହଜାର
• ୨୦ ହଜାର ଲାଞ୍ଚ ନେବା ବେଳେ ଜୟପୁର ଭିଜିଲାନ୍ସ ଧରିଲା
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/12/21/iic-suspended-2025-12-21-09-56-46.jpg)