Advertisment

ଆଜିଠାରୁ କମ୍ପିବ ଖଣ୍ଡଗିରି ମେଳା

ଭୁବନେଶ୍ୱର : ଆଜିଠାରୁ ଦୁଲକିବ ଖଣ୍ଡଗିରି କୁମ୍ଭମେଳା । ରଙ୍ଗୀନ ରଙ୍ଗ ମଞ୍ଚରେ ମଞ୍ଚସ୍ଥ କରିବାକୁ ଯାଉଛନ୍ତି ୨ ସୁନାମ ଧନ୍ୟ ଯାତ୍ରା ପାର୍ଟି । ଆଜି କଳିଙ୍ଗ ଗଣନାଟ୍ୟ ଏବଂ କୋଣାର୍କ ଗଣନାଟ୍ୟ ଚଳିତ ବର୍ଷର ସୁପରହିଟ ନାଟକ ପରିବେଷଣ କରିବେ । ଇନ୍ଦିରା ସାଂସ୍କୃତିକ ଯୁବ ପରିଷଦ ଜାଗମରା ପକ୍ଷରୁ କଳିଙ୍ଗ ଗଣନାଟ୍ୟ ଏବଂ ସନାତନ ସେବା ସମିତି ପକ୍ଷରୁ କୋଣାର୍କ ଗଣନାଟ୍ୟ ମଂଚସ୍ଥ କରିବ । ଟିକଟର ଦାମ ରହିଛି ୨ଶହ, ୧୫୦ […]

ଆଜିଠାରୁ କମ୍ପିବ ଖଣ୍ଡଗିରି ମେଳା

yatra0-1

Advertisment

ଭୁବନେଶ୍ୱର : ଆଜିଠାରୁ ଦୁଲକିବ ଖଣ୍ଡଗିରି କୁମ୍ଭମେଳା । ରଙ୍ଗୀନ ରଙ୍ଗ ମଞ୍ଚରେ ମଞ୍ଚସ୍ଥ କରିବାକୁ ଯାଉଛନ୍ତି ୨ ସୁନାମ ଧନ୍ୟ ଯାତ୍ରା ପାର୍ଟି । ଆଜି କଳିଙ୍ଗ ଗଣନାଟ୍ୟ ଏବଂ କୋଣାର୍କ ଗଣନାଟ୍ୟ ଚଳିତ ବର୍ଷର ସୁପରହିଟ ନାଟକ ପରିବେଷଣ କରିବେ ।

Advertisment

publive-imageଇନ୍ଦିରା ସାଂସ୍କୃତିକ ଯୁବ ପରିଷଦ ଜାଗମରା ପକ୍ଷରୁ କଳିଙ୍ଗ ଗଣନାଟ୍ୟ ଏବଂ ସନାତନ ସେବା ସମିତି ପକ୍ଷରୁ କୋଣାର୍କ ଗଣନାଟ୍ୟ ମଂଚସ୍ଥ କରିବ ।

ଟିକଟର ଦାମ ରହିଛି ୨ଶହ, ୧୫୦ ଓ ୧୦୦ଟଙ୍କା ।  ୬ ତାରିଖରୁ ମାୟା ନଗରୀ, ସୂର୍ଯ୍ୟ ମହଲ ନାଟକ ମଂଚସ୍ଥ କରିବେ । ୫ରୁ ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ଯାତ୍ରା ମହାକୁମ୍ଭ।  ଚଳିତ ବର୍ଷ ମୋଟ ୧୨ଟି ଯାତ୍ରାପାର୍ଟି ମଂଚସ୍ଥ କରିବେ ବୋଲି ସୂଚନା ରହିଛି ।

Advertisment

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ