Swing Ride Stuck Photograph: (OTV)
କେନ୍ଦୁଝରରେ ଖୁସି ମଉଜ ଭିତରେ ଟଳିଗଲା ବଡ଼ ଅଘଟଣ। ଅଟକିଲା ଦୋଳି। ଫସିରହିଲେ ୨୦ରୁ ଅଧିକ ଲୋକ। ଶେଷରେ ଅଗ୍ନିଶମ ବାହିନୀ ବାହିନୀ ଏବଂ ମ୍ୟୁନିସିପାଲିଟିର ରେସ୍କୁ ଯାନ ଦ୍ବାରା ଉଦ୍ଧାର କରାଯାଇଥିଲା ସମସ୍ତଙ୍କୁ। କେନ୍ଦୁଝର ସହରରେ ଏବେ ଚାଲିଛି କାଳୀପୂଜା ମେଳା। ଏହି ମେଳାରେ ଲାଗିଛି ଦୋଳି। ତେବେ କାହିଁକି ଏବଂ କେଉଁ ପରିସ୍ଥିତିରେ ଶୂନ୍ୟରେ ହଠାତ୍ ଅଟକିଗଲା, ଜଣାପଡ଼ିନାହିଁ। ସୌଭାଗ୍ୟକୁ କାହାର କୌଣସି କ୍ଷତି ହୋଇନି। ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି।
ଅଧିକ ଦେଖନ୍ତୁ:
• କେନ୍ଦୁଝର କାଳୀପୂଜା ମେଳାରେ ଟଳିଗଲା ବଡ଼ ଅଘଟଣ
• ଶୂନ୍ୟରେ ହଠାତ ଅଟକିଗଲା ଦୋଳି
• ଦୋଳି ସହ ଉପରେ ଫସିଗଲେ ୨୦ରୁ ଅଧିକ ଲୋକ
• କିଛି ସମୟ ପାଇଁ ଖେଳିଗଲା ଆତଙ୍କ
• ଦମକଳ ବାହିନୀ ଓ ମୁନିସିପାଲଟି ରେସ୍କ୍ୟୁ ଭେହିକିଲ୍ ଦ୍ବାରା ଉଦ୍ଧାର
• ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ସୂଚନା
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/25/swing-ride-stuck-2025-10-25-09-22-37.jpg)