NEW-KANSA Photograph: (OTV)
Advertisment
ସୁଶୀଲ ମେହେର ହେଲେ ନୂଆ କଂସ । ବରଗଡ଼ ଧନୁଯାତ୍ରା ପାଇଁ କଂସଙ୍କ ନାଁ ଘୋଷଣା ହୋଇଛି। ବରଗଡ଼ ଟାଉନ ହଲଠାରେ ଆବେଦନ କରିଥିବା ୪୪ ଜଣଙ୍କୁ ନେଇ ହୋଇଛି କଂସ ଭୂମିକା ପାଇଁ କଳାକାର ଚୟନ। ଅନ୍ୟ ପାର୍ଶ୍ବ ଅଭିନେତା ଚୟନ ମଧ୍ୟ ହୋଇଛି ।
Advertisment
କିଛି ସମୟ ପରେ ଚୂଡାନ୍ତ କଳାକାର ତାଲିକା ଘୋଷଣା କରାଯିବ। ୧୫ ତାରିଖରୁ ଆରମ୍ଭ ହୋଇଥିବା କଳାକାର ଚୟନ ପ୍ରକିୟାରେ ପୂର୍ବରୁ ମହାମନ୍ତ୍ରୀ, ସେନାପତି, ଚାଣୁର, ମୁଷ୍ଟିକ, ନାରଦ, ଦେବକୀ ,ବସୁଦେବ, ଉଗ୍ରସେନ ଆଦି ଭୂମିକା ପାଇଁ କଳାକାର ବଛା ସରିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/11/18/new-kansa-2025-11-18-12-24-23.jpg)