Advertisment

କମେଣ୍ଟ ପାଇଁ ଚପଲ ମାଳ

ଢ଼େଙ୍କାନାଳ( ରାଜଶ୍ରୀ ଶତପଥୀ) : ଯୁବକଙ୍କୁ ମହଙ୍ଗା ପଡ଼ିଲା କମେଣ୍ଟ ମରା । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳର ବେଡାପଡ଼ାର ଗାଁ ମଝିରେ ବାନ୍ଧି ଯୁବକଙ୍କୁ ନିସ୍ତୁକ ମାଡ଼ ସହ ବେକରେ ଚପଲ ପିନ୍ଧାଇଲେ ଲୋକେ। ନାବାଳିକାଙ୍କୁ କମେଣ୍ଟ ମାରିବା ଅଭିଯୋଗରେ ଯୁବକଙ୍କୁ ପିଟି ଜୋତାମାଳ ପିନ୍ଧାଇ ଡାଲା ଅଟୋରେ ବସାଇ ଥାନାକୁ ନେଇଥିଲେ। ରାସୋଳ ଥାନା ଅଞ୍ଚଳରେ ୩/୪ ଦିନ ତଳେ ଘଟିଥିବା ଏ ଘଟଣା ଏବେ ସୋଶାଲ ମିଡିଆରେ ଭାଇରାଲ୍ ହୋଇଛି। ଭିଡିଓ ଭାଇରାଲ୍ ପରେ […]

କମେଣ୍ଟ ପାଇଁ ଚପଲ ମାଳ

punishment

Advertisment

ଢ଼େଙ୍କାନାଳ( ରାଜଶ୍ରୀ ଶତପଥୀ) : ଯୁବକଙ୍କୁ ମହଙ୍ଗା ପଡ଼ିଲା କମେଣ୍ଟ ମରା । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳର ବେଡାପଡ଼ାର ଗାଁ ମଝିରେ ବାନ୍ଧି ଯୁବକଙ୍କୁ ନିସ୍ତୁକ ମାଡ଼ ସହ ବେକରେ ଚପଲ ପିନ୍ଧାଇଲେ ଲୋକେ।

Advertisment

ନାବାଳିକାଙ୍କୁ କମେଣ୍ଟ ମାରିବା ଅଭିଯୋଗରେ ଯୁବକଙ୍କୁ ପିଟି ଜୋତାମାଳ ପିନ୍ଧାଇ ଡାଲା ଅଟୋରେ ବସାଇ ଥାନାକୁ ନେଇଥିଲେ। ରାସୋଳ ଥାନା ଅଞ୍ଚଳରେ ୩/୪ ଦିନ ତଳେ ଘଟିଥିବା ଏ ଘଟଣା ଏବେ ସୋଶାଲ ମିଡିଆରେ ଭାଇରାଲ୍ ହୋଇଛି। ଭିଡିଓ ଭାଇରାଲ୍ ପରେ ଯୁବକଙ୍କ ପରିବାର ପକ୍ଷରୁ ଥାନାରେ ଏତଲା ପରେ ଯୁବତୀଙ୍କ ଜେଜେ ମାଆଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ।

ସେପଟେ ଯୁବତୀଙ୍କ ପରିବାର ପକ୍ଷରୁ ମଧ୍ୟ ଯୁବକଙ୍କ ନାଁରେ ଥାନାରେ ପାଲଟା ଅଭିଯୋଗ ହୋଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ