Advertisment

‘ନର୍ଲା ବିଧାନସଭା ଆସନ ପାଇଁ ବିଜେଡି ପଛୁଆ ବର୍ଗର ପ୍ରାର୍ଥୀଙ୍କୁ ସୁଯୋଗ ଦେଉ’

ଭୁବନେଶ୍ୱର: ଆସନ୍ତା ସାଧାରଣ ନିର୍ବାଚନରେ ନର୍ଲା ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ଜଣେ ପଛୁଆ ବର୍ଗର ପ୍ରାର୍ଥୀଙ୍କୁ ସୁଯୋଗ ଦେବା ପାଇଁ କଳାହାଣ୍ଡି ଓବିସି ସେଲ୍‌ ଦାବି କରିଛି। ଏନେଇ ଗତକାଲି କଳାହାଣ୍ଡି ଓବିସି ସେଲ୍‌ର ସଭାପତି ରୋହିତ କୁମାର ଭୋଇଙ୍କ ନେତୃତ୍ୱରେ ଏକ ୫ ଜଣିଆ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ତାଙ୍କ ବାସଭବନରେ ଭେଟି ସ୍ମାରକ ପତ୍ର ପ୍ରଦାନ କରିଛନ୍ତି। ତେବେ ନର୍ଲା ବିଧାନସଭା କ୍ଷେତ୍ର ସାଧାରଣ ବର୍ଗ ପାଇଁ ସଂରକ୍ଷିତ […]

‘ନର୍ଲା ବିଧାନସଭା ଆସନ ପାଇଁ ବିଜେଡି ପଛୁଆ ବର୍ଗର ପ୍ରାର୍ଥୀଙ୍କୁ ସୁଯୋଗ ଦେଉ’

narla-

Advertisment

ଭୁବନେଶ୍ୱର: ଆସନ୍ତା ସାଧାରଣ ନିର୍ବାଚନରେ ନର୍ଲା ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ଜଣେ ପଛୁଆ ବର୍ଗର ପ୍ରାର୍ଥୀଙ୍କୁ ସୁଯୋଗ ଦେବା ପାଇଁ କଳାହାଣ୍ଡି ଓବିସି ସେଲ୍‌ ଦାବି କରିଛି। ଏନେଇ ଗତକାଲି କଳାହାଣ୍ଡି ଓବିସି ସେଲ୍‌ର ସଭାପତି ରୋହିତ କୁମାର ଭୋଇଙ୍କ ନେତୃତ୍ୱରେ ଏକ ୫ ଜଣିଆ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ତାଙ୍କ ବାସଭବନରେ ଭେଟି ସ୍ମାରକ ପତ୍ର ପ୍ରଦାନ କରିଛନ୍ତି।

Advertisment

ତେବେ ନର୍ଲା ବିଧାନସଭା କ୍ଷେତ୍ର ସାଧାରଣ ବର୍ଗ ପାଇଁ ସଂରକ୍ଷିତ ରହିଛି। ହେଲେ ନର୍ଲାରେ ୬୨ ପ୍ରତିଶତ ପଛୁଆ ବର୍ଗର ଲୋକ ରହିଥିବାବେଳେ ବିଜେଡି ପକ୍ଷରୁ ଦୀର୍ଘ ଦିନ ହେବ ବିଧାୟକ କିମ୍ବା ସାଂସଦ ହେବାପାଇଁ ପଛୁଆବର୍ଗକୁ ସୁଯୋଗ ମିଳିନାହିଁ ବୋଲି କଳାହାଣ୍ଡି ଓବିସି ସେଲ୍‌ ଅଭିଯୋଗ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ