murder
Advertisment
ବଲାଙ୍ଗିର( ମନୋରଂଜନ ଯୋଶୀ) : କଣ୍ଟାବାଞ୍ଜିର ଖବରକାଗଜ ବିତରକ କମଳ ବାଗ ହତ୍ୟା ମାମଲାର ପର୍ଦ୍ଦାଫାସ। ପ୍ରେମଜନିତ ବିବାଦରୁ କମଳଙ୍କୁ ହତ୍ୟା କରାଯାଇଛି। ମାମଲାରେ ଜଣେ ମହିଳାଙ୍କ ସହିତ ଅନ୍ୟ ତିନି ଜଣଙ୍କୁ ଗିରଫ କରାଯାଇଥିବା ପୁଲିସ୍ କହିଛି।
Advertisment
ହେଲେ ପୁରା ଘଟଣା କଣ ଥିଲା ସେ ନେଇ ଏବେ ସୁଦ୍ଧା ସମ୍ପୂର୍ଣ୍ଣ ସୂଚନା ମିଳିପାରିନି। ଗତ ୧୧ ତାରିଖ ଦିନ କଣ୍ଟାବାଞ୍ଜି ଆନନ୍ଦ ନଗର ପଡ଼ାରୁ କମଳ ବାଗ ନିଖୋଜ ଥିଲେ। ପ୍ରାୟ ୭ ଦିନ ପରେ ସହରର ରାଧାସ୍ୱାମୀ ଆଶ୍ରମ ନିକଟରେ ଥିବା ଏକ କୂଅରୁ ଗଳିତ ଅବସ୍ଥାରେ କମଳଙ୍କ ମୃତଦେହ ମିଳିଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/murder-1_1626685277.jpg)