Advertisment

୭ ଦିନ ପାଇଁ ସଟ୍‌ଡାଉନ୍‌ ହେବ ଏହି ସହର

ଝାରସୁଗୁଡ଼ା: ୭ ଦିନ ପାଇଁ ସଟ୍‌ଡାଉନ୍‌ ହେବ ଝାରସୁଗୁଡ଼ା ସହର। ଆସନ୍ତା ୩୦ରୁ ସେପ୍ଟେମ୍ବର ୫ ତାରିଖ ଯାଏ ସଟ୍‌ଡାଉନ୍ ହେବା ନେଇ ଘୋଷଣା ହୋଇଛି। କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କାରେ ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଥିବା ଜଣାପଡ଼ିଛି।ସଟ୍‌ଡାଉନ୍‌ ସମୟରେ କେବଳ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ସକାଳ ୬ରୁ ଦିନ ୧୧ ଯାଏ ଖୋଲା ରହିବ ବୋଲି ସୂଚନା ମିଳିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ବର୍ତ୍ତମାନ […]

ଅଦ୍ୟତନ ହୋଇଛି
୭ ଦିନ ପାଇଁ ସଟ୍‌ଡାଉନ୍‌ ହେବ ଏହି ସହର

shutdown

Advertisment

ଝାରସୁଗୁଡ଼ା: ୭ ଦିନ ପାଇଁ ସଟ୍‌ଡାଉନ୍‌ ହେବ ଝାରସୁଗୁଡ଼ା ସହର। ଆସନ୍ତା ୩୦ରୁ ସେପ୍ଟେମ୍ବର ୫ ତାରିଖ ଯାଏ ସଟ୍‌ଡାଉନ୍ ହେବା ନେଇ ଘୋଷଣା ହୋଇଛି।

Advertisment

କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କାରେ ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଥିବା ଜଣାପଡ଼ିଛି।ସଟ୍‌ଡାଉନ୍‌ ସମୟରେ କେବଳ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ସକାଳ ୬ରୁ ଦିନ ୧୧ ଯାଏ ଖୋଲା ରହିବ ବୋଲି ସୂଚନା ମିଳିଛି।

ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ବର୍ତ୍ତମାନ ସୁଦ୍ଧା ଝାରସୁଗୁଡ଼ା ଜିଲ୍ଲାରେ ୧,୦୩୩ ଜଣ କରୋନା ଆକ୍ରାନ୍ତ‌ ହୋଇଛନ୍ତି। ସେଥିମଧ୍ୟରୁ ୬୧୭ଜଣ ସୁସ୍ଥ ହୋଇଥିବାବେଳେ ୪୧୫ଜଣ ଚିକିତ୍ସାଧୀନ ଅଛନ୍ତି। ଜଣଙ୍କର ମୃତ୍ୟୁ ଘଟିଛି।

Advertisment
Shutdown Shutdown In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ