/odishatv-khabar/media/post_attachments/uploadimage/library/16_9/16_9_0/baijayanta-2_1626342262.jpg)
baijayanta
କଟକ(ଦେବାଶିଷ ମହାନ୍ତି): କେନ୍ଦ୍ରାପଡାର ବିଜେପି ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ରୋଡ ଶୋ’। ଆଜି ସାଲେପୁର ନିର୍ବାଚନମଣ୍ଡଳୀରେ ଏହି ରୋଡ୍ ଶୋ’ ଅନୁଷ୍ଠିତ ହୋଇଛି। ଏଥିରେ ବୈଜୟନ୍ତଙ୍କ ସହ ସାଲେପୁର ବିଧାୟକ ପ୍ରାର୍ଥୀ ପ୍ରକାଶ ବେହେରା ଏବଂ ଓଲିଉଡ୍ ଷ୍ଟାର ବାବୁସାନ୍ ସାମିଲ ହୋଇଥିଲେ।
Advertisment
ନପଙ୍ଗ ପଞ୍ଚାୟତରୁ ଆରମ୍ଭ ହୋଇଥିବା ଏହି ରୋଡ୍ ଶୋ’ ଭଟିମୁଣ୍ଡା, ଜରିପଡା, ମାଗୁରା, ଗୋବିନ୍ଦପୁର ଦେଇ ଉଚ୍ଚପଦାରେ ସରିଥିଲା।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)