Advertisment

IT Raid: ଉତ୍କଳ ବିଲଡରରେ IT ରେଡ୍: ମିଳିଲା ୯୨ ଲକ୍ଷ, ଆଜି ଆହୁରି ଖୋଲିବ ଲକର୍

ଉତ୍କଳ ବିଲଡର ଉପରେ ଆୟକର ବିଭାଗର ଚଢ଼ାଉ। ସହିଦନଗର ଘରୁ ମିଳିଲା ନଗଦ ୯୨ ଲକ୍ଷ ଟଙ୍କା। ଓଡ଼ିଶାର ୧୧ ଓ ପଶ୍ଚିମବଙ୍ଗର ୩ଟି ସ୍ଥାନରେ ରେଡ୍। ଆଜି ଆହୁରି ଖୋଲିବ ଦୁଇଟି ଲକର୍।

UTKAL_BUILDERS

UTKAL_BUILDERS Photograph: (OTV)

Advertisment

ଉତ୍କଳ ବିଲଡର୍ସରେ IT ରେଡ୍। ଚଢାଉ ବେଳେ ଭୁବନେଶ୍ବର ସହିଦନଗର ଘରୁ ମିଳିଲା ନଗଦ ୯୨ ଲକ୍ଷ ଟଙ୍କା। ଆଇଟି ଟିମ୍ ଆଜି ଆହୁରି ୨ଟି ଲକର ଖୋଲିବ। ଆୟକର ଠକେଇ ମାମଲାରେ ମୋଟ ୧୪ଟି ସ୍ଥାନରେ ରେଡ୍ ହୋଇଛି। 
ଓଡ଼ିଶାରେ ୧୧ଟି ଓ ପଶ୍ଚିମବଙ୍ଗରେ ୩ଟି ସ୍ଥାନରେ ରେଡ୍ କରିଛି ଆୟକର ବିଭାଗ। ରେଡ୍ ରେ ୧୮ଟି ଟିମର ୧୨୦ ଜଣ ଅଫିସର ସାମିଲ ଅଛନ୍ତି। ସେପଟେ ଘଟଣାକୁ ନେଇ ଉତ୍କଳ ବିଲଡର୍ସ କିମ୍ବା ଆୟକର ବିଭାଗର ପ୍ରତିକ୍ରିୟା ମିଳିପାରିନି।

Advertisment


•    ଉତ୍କଳ ବିଲଡରରେ IT ରେଡ୍: ମିଳିଲା ୯୨ ଲକ୍ଷ
•    ଉତ୍କଳ ବିଲଡର ଉପରେ ଆୟକର ବିଭାଗର ଚଢ଼ାଉ
•    ସହିଦନଗର ଘରୁ ମିଳିଲା ନଗଦ ୯୨ ଲକ୍ଷ ଟଙ୍କା
•    ଆଜି ଖୋଲିବ ଆହୁରି ୨ଟି ଲକର୍ 
•    ଓଡ଼ିଶାର ୧୧ ଓ ପଶ୍ଚିମବଙ୍ଗର ୩ଟି ସ୍ଥାନରେ ରେଡ୍

IT Raid
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ