Advertisment

୧୮ରୁ ୪୪ ବର୍ଷ ବୟସ ବର୍ଗଙ୍କ ପାଇଁ ଟିକାର ଅଭାବ

ଭୁବନେଶ୍ୱର: ରାଜଧାନୀରେ ୧୮ରୁ ୪୪ ବର୍ଷ ବୟସ ବର୍ଗଙ୍କ ପାଇଁ ଟିକାର ଅଭାବ ରହିଛି। ଆଜି ଏହାକୁ ସ୍ୱୀକାର କରିଛନ୍ତି ଭୁବନେଶ୍ୱର ମହାନଗର ନିଗମ କମିଶନର ସଞ୍ଜୟ ସିଂ। ସେ କହିଛନ୍ତି, ଆମ ପାଖରେ ଯଥେଷ୍ଟ ଟିକା ନାହିଁ ଯେଉଁମାନେ ମେ…

ଅଦ୍ୟତନ ହୋଇଛି
୧୮ରୁ ୪୪ ବର୍ଷ ବୟସ ବର୍ଗଙ୍କ ପାଇଁ ଟିକାର ଅଭାବ

vaccaine

Advertisment

ଭୁବନେଶ୍ୱର: ରାଜଧାନୀରେ ୧୮ରୁ ୪୪ ବର୍ଷ ବୟସ ବର୍ଗଙ୍କ ପାଇଁ ଟିକାର ଅଭାବ ରହିଛି। ଆଜି ଏହାକୁ ସ୍ୱୀକାର କରିଛନ୍ତି ଭୁବନେଶ୍ୱର ମହାନଗର ନିଗମ କମିଶନର ସଞ୍ଜୟ ସିଂ। ସେ କହିଛନ୍ତି, ଆମ ପାଖରେ ଯଥେଷ୍ଟ ଟିକା ନାହିଁ ଯେଉଁମାନେ ମେ ୩ରେ ପ୍ରଥମ ଡୋଜ ଟିକା ନେଇଥିଲେ ତାହାର ଅବଧି ୧୩ ଜୁନ ରହୁଥିବାରୁ ତାର ଯଥେଷ୍ଟ ପୂର୍ବରୁ ଟିକା ଆସିବ। ସେମାନଙ୍କୁ ଏହି ଟିକା ଦିଆଯିବ।

Advertisment

ସେହିପରି ୪୫ରୁ ଅଧିକ ବର୍ଷ ବର୍ଗର ଲୋକଙ୍କ ପାଇଁ ଟୀକାର ଅଭାବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ସଞ୍ଜୟ ସିଂ। ସେପଟେ ବିଏମ୍‌ସି ଅଞ୍ଚଳରେ ପଜିଟିଭ୍ ସଂଖ୍ୟା ହ୍ରାସ ପାଉଥିବା ନେଇ ସୂଚନା ଦେଇଛନ୍ତି କମିଶନର। ଆସନ୍ତା ୧୦ ଦିନ ଭିତରେ ପଜିଟିଭିଟି ରେଟ୍ ଆହୁରି କମିବ ବୋଲି ସେ ଆଶା ରଖିଛନ୍ତି।

Corona Vaccination News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ