Advertisment

ଚକୋଲେଟ୍‌ରେ ଭଗବାନ ଗରୁଡ଼ଙ୍କ ପ୍ରତିମୂର୍ତ୍ତି

ଭୁବନେଶ୍ୱର : ଚକୋଲେଟ୍‌ରେ ଭଗବାନ ଗରୁଡ଼ଙ୍କ ପ୍ରତିମୂର୍ତ୍ତି। ଗରୁଡ଼ ପୁରାଣର ପୌରାଣିକ କଥାବସ୍ତୁକୁ ନେଇ ଚକୋଲେଟରେ ଏହି ପ୍ରତିମୂର୍ତ୍ତି ପ୍ରସ୍ତୁତ ହୋଇଛି । ଭୁବନେଶ୍ୱରରେ ହୋଟେଲ ମ୍ୟାନେଜମେଣ୍ଟର ସେଫ୍ ରାକେଶ ଏବଂ ତାଙ୍କ ଟିମ୍‌ ଏହି ଗରୁଡ଼ ମୂର୍ତ୍ତି ପ୍ରସ୍ତୁତି କରିଥିଲେ । ଗରୁଡ ଅମୃତ ଆଣିବାକୁ ଯିବା ସମୟରେ ଶେଷନାଗ ତାଙ୍କୁ କିଭଳି ପ୍ରତିହତ କରିଥିଲା ତାହା ଏହି ମୂର୍ତ୍ତି ଜରିଆରେ ଦର୍ଶାଇଛନ୍ତି ସେଫ। ପୌରାଣିକ କଥାବସ୍ତୁ ଉପରେ ଯୁବପିଢ଼ିଙ୍କ ଆଗ୍ରହ ସୃଷ୍ଟି ଉଦ୍ଦେଶ୍ୟରେ ଏଭଳି […]

ଚକୋଲେଟ୍‌ରେ ଭଗବାନ ଗରୁଡ଼ଙ୍କ ପ୍ରତିମୂର୍ତ୍ତି

garuda-2

Advertisment

ଭୁବନେଶ୍ୱର : ଚକୋଲେଟ୍‌ରେ ଭଗବାନ ଗରୁଡ଼ଙ୍କ ପ୍ରତିମୂର୍ତ୍ତି। ଗରୁଡ଼ ପୁରାଣର ପୌରାଣିକ କଥାବସ୍ତୁକୁ ନେଇ ଚକୋଲେଟରେ ଏହି ପ୍ରତିମୂର୍ତ୍ତି ପ୍ରସ୍ତୁତ ହୋଇଛି । ଭୁବନେଶ୍ୱରରେ ହୋଟେଲ ମ୍ୟାନେଜମେଣ୍ଟର ସେଫ୍ ରାକେଶ ଏବଂ ତାଙ୍କ ଟିମ୍‌ ଏହି ଗରୁଡ଼ ମୂର୍ତ୍ତି ପ୍ରସ୍ତୁତି କରିଥିଲେ ।

Advertisment

publive-imageଗରୁଡ ଅମୃତ ଆଣିବାକୁ ଯିବା ସମୟରେ ଶେଷନାଗ ତାଙ୍କୁ କିଭଳି ପ୍ରତିହତ କରିଥିଲା ତାହା ଏହି ମୂର୍ତ୍ତି ଜରିଆରେ ଦର୍ଶାଇଛନ୍ତି ସେଫ। ପୌରାଣିକ କଥାବସ୍ତୁ ଉପରେ ଯୁବପିଢ଼ିଙ୍କ ଆଗ୍ରହ ସୃଷ୍ଟି ଉଦ୍ଦେଶ୍ୟରେ ଏଭଳି ପ୍ରତିମୂର୍ତ୍ତ କରିଥିବା ସେ କହିଛନ୍ତି । ଏହି ପ୍ରତିମୂର୍ତ୍ତି ପ୍ରସ୍ତୁତ କରିବାକୁ ସେଫ୍ ରାକେଶ ଏବଂ ତାଙ୍କ ଟିମକୁ ୭ ଦିନ ସମୟ ଲାଗିଛି।  ଦେଶରେ ପ୍ରଥମ ଥର ପାଇଁ ପୌରାଣିକ କଥାବସ୍ତୁକୁ ନେଇ ଏହି ମୂର୍ତ୍ତି ପ୍ରସ୍ତୁତ ହୋଇଥିବା ଦାବି କରିଛନ୍ତି ସେଫ୍ ରାକେଶ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ