Advertisment

ଏନଜିଟିଙ୍କ ବାରଣ ସତ୍ତ୍ୱେ ଚାଲିଛି ବାଲି ଖାଦାନ

ବାଲେଶ୍ୱର(ରଶ୍ମି ରଂଜନ ଦାସ) : ଏନ୍‌ଜିଟିଙ୍କ ବାରଣ ସତ୍ତ୍ୱେ ଚାଲିଛି ବାଲି ଖାଦାନ। ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ୍‌ ସେକ ସରାଇ ଗାଁରେ ବେଆଇନ୍ ଭାବେ ବାଲି ଖାଦାନ ଚାଲିଥିବା ଜଣାପଡ଼ିଛି। ତେବେ ଜିଲ୍ଲା ପ୍ରଶାସନ କାର୍ଯ୍ୟାନୁଷ୍ଠାନ ନ ନେବାରୁ ଗତ ୧୮ ତାରିଖରେ ଷ୍ଟେଟ୍ ଏନ୍‌ଭାର୍ଣ୍ଣମେଣ୍ଟ ଇମ୍ପା ଆସେସ୍‌ମେଣ୍ଟ ଅଥରିଟି ସ୍ଥାନୀୟ ଜଳେଶ୍ୱର ତହସିଲଦାର ଓ ବାଲିଖାଦାନ ମାଲିକଙ୍କୁ ବେଆଇନ ବାଲିଖାଦାନ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଏନଜିଟିଙ୍କ ବାରଣ ସତ୍ତ୍ୱେ ଚାଲିଛି ବାଲି ଖାଦାନ

sand

Advertisment

ବାଲେଶ୍ୱର(ରଶ୍ମି ରଂଜନ ଦାସ) : ଏନ୍‌ଜିଟିଙ୍କ ବାରଣ ସତ୍ତ୍ୱେ ଚାଲିଛି ବାଲି ଖାଦାନ। ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ୍‌ ସେକ ସରାଇ ଗାଁରେ ବେଆଇନ୍ ଭାବେ ବାଲି ଖାଦାନ ଚାଲିଥିବା ଜଣାପଡ଼ିଛି।

Advertisment

ତେବେ ଜିଲ୍ଲା ପ୍ରଶାସନ କାର୍ଯ୍ୟାନୁଷ୍ଠାନ ନ ନେବାରୁ ଗତ ୧୮ ତାରିଖରେ ଷ୍ଟେଟ୍ ଏନ୍‌ଭାର୍ଣ୍ଣମେଣ୍ଟ ଇମ୍ପା ଆସେସ୍‌ମେଣ୍ଟ ଅଥରିଟି ସ୍ଥାନୀୟ ଜଳେଶ୍ୱର ତହସିଲଦାର ଓ ବାଲିଖାଦାନ ମାଲିକଙ୍କୁ ବେଆଇନ ବାଲିଖାଦାନ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ