Advertisment

ଛାଡ଼ପତ୍ର ନୋଟିସ ପାଇବାରୁ ସ୍ୱାମୀଙ୍କ ଆତ୍ମହତ୍ୟା !

କୋରାପୁଟ  : ଛାଡ଼ପତ୍ର ନୋଟିସ ପାଇବାରୁ ସ୍ୱାମୀଙ୍କ ଆତ୍ମହତ୍ୟା ଅଭିଯୋଗ । କୋରାପୁଟ ଜିଲ୍ଲା ସେମିଳିଗୁଡ଼ାର ସରସ୍ୱତୀ ନଗରରେ ଘଟିଛି ଏଭଳି ଅଭାବନୀୟ ଘଟଣା।  ପାରିବାରିକ କଳହକୁ ନେଇ ସ୍ତ୍ରୀଙ୍କଠାରୁ ଛାତ୍ରପତ୍ର ନୋଟିସ ପାଇବା ପରେ ସ୍ୱାମୀ ବାଦଲ ବେହେରା ରଶି ଲଗାଇ ଆତ୍ମହତ୍ୟା କରିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏହାସହ ବାଦଲଙ୍କ ମୃତଦେହକୁ ନେଇ ତାଙ୍କ ସ୍ତ୍ରୀ ରହୁଥିବା ଘର ଆଗରେ ରଖି ପ୍ରତିବାଦ କରିଛନ୍ତି । ମୃତକଙ୍କ ସ୍ତ୍ରୀ ଆସି ସ୍ୱାମୀଙ୍କ ମୃତଦେହକୁ […]

ଛାଡ଼ପତ୍ର ନୋଟିସ ପାଇବାରୁ ସ୍ୱାମୀଙ୍କ ଆତ୍ମହତ୍ୟା !

husband suicide

Advertisment

କୋରାପୁଟ  : ଛାଡ଼ପତ୍ର ନୋଟିସ ପାଇବାରୁ ସ୍ୱାମୀଙ୍କ ଆତ୍ମହତ୍ୟା ଅଭିଯୋଗ । କୋରାପୁଟ ଜିଲ୍ଲା ସେମିଳିଗୁଡ଼ାର ସରସ୍ୱତୀ ନଗରରେ ଘଟିଛି ଏଭଳି ଅଭାବନୀୟ ଘଟଣା।  ପାରିବାରିକ କଳହକୁ ନେଇ ସ୍ତ୍ରୀଙ୍କଠାରୁ ଛାତ୍ରପତ୍ର ନୋଟିସ ପାଇବା ପରେ ସ୍ୱାମୀ ବାଦଲ ବେହେରା ରଶି ଲଗାଇ ଆତ୍ମହତ୍ୟା କରିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

Advertisment

ଏହାସହ ବାଦଲଙ୍କ ମୃତଦେହକୁ ନେଇ ତାଙ୍କ ସ୍ତ୍ରୀ ରହୁଥିବା ଘର ଆଗରେ ରଖି ପ୍ରତିବାଦ କରିଛନ୍ତି । ମୃତକଙ୍କ ସ୍ତ୍ରୀ ଆସି ସ୍ୱାମୀଙ୍କ ମୃତଦେହକୁ ରୀତିନୀତି ଅନୁଯାୟୀ ସମ୍ମାନ ନଦେଲେ ସେଠାରୁ ମୃତଦେହ ନେବେ ନାହିଁ ବୋଲି ସ୍ଥାନୀୟ ଲୋକେ ଜିଦ ଧରିଛନ୍ତି । ତେବେ ଏହି ଘଟଣାସ୍ଥଳରେ ପୁଲିସ ପହଞ୍ଚିନଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ