Advertisment

କୋରେକ୍ସ ବୋତଲ ଜବତ

ବଲାଙ୍ଗିର( ମନୋରଞ୍ଜନ ଯୋଶୀ): ବଲାଙ୍ଗିରରେ ବିପୁଳ ପରିମାଣର କୋରେକ୍ସ ବୋତଲ ଜବତ ହୋଇଛି। ୨ଟି ଗାଡ଼ିରୁ ବିପୁଳ ପରିମାଣର କୋରେକ୍ସ କଫ୍ ସିରପ ବୋତଲ ଜବତ କରିଛି ବଲାଙ୍ଗିର ଟାଉନ୍‌ ପୁଲିସ୍‌। ଏଥିରେ ସମ୍ପୃକ୍ତ ଥିବା ୨ ଜଣଙ୍କୁ ଅଟକ ରଖି ପୁଲିସ୍‌ ପଚରାଉଚରା କରୁଛି। କିନ୍ତୁ କୋରେକ୍ସ ବୋତଲ କେଉଁଠିକୁ ଚାଲାଣ ହେଉଥିଲା ସେ ବିଷୟରେ ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ ହୋଇନାହିଁ।

କୋରେକ୍ସ ବୋତଲ ଜବତ

bottle

Advertisment

ବଲାଙ୍ଗିର( ମନୋରଞ୍ଜନ ଯୋଶୀ): ବଲାଙ୍ଗିରରେ ବିପୁଳ ପରିମାଣର କୋରେକ୍ସ ବୋତଲ ଜବତ ହୋଇଛି। ୨ଟି ଗାଡ଼ିରୁ ବିପୁଳ ପରିମାଣର କୋରେକ୍ସ କଫ୍ ସିରପ ବୋତଲ ଜବତ କରିଛି ବଲାଙ୍ଗିର ଟାଉନ୍‌ ପୁଲିସ୍‌।

Advertisment

publive-imageଏଥିରେ ସମ୍ପୃକ୍ତ ଥିବା ୨ ଜଣଙ୍କୁ ଅଟକ ରଖି ପୁଲିସ୍‌ ପଚରାଉଚରା କରୁଛି। କିନ୍ତୁ କୋରେକ୍ସ ବୋତଲ କେଉଁଠିକୁ ଚାଲାଣ ହେଉଥିଲା ସେ ବିଷୟରେ ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ ହୋଇନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ