wall
Advertisment
କୋରାପୁଟ : କୋରାପୁଟରେ ଭୁଶୁଡ଼ିଲା ଅବ୍ୟବହୃତ କୋଠା। କୋରାପୁଟ ସଦର ଥାନା ବାରିଣୀପୁଟରେ ଥିବା ଅପର କୋଲାବର ଅବ୍ୟବହୃତ କୋଠା ଭୁଶୁଡ଼ି ପଡିଛି। ଗୋଟିଏ ପରିବାରର ୫ ଜଣଙ୍କ ଉପରେ କୋଠା ଭୁଶୁଡ଼ି ପଡ଼ିବା ପରେ ୨ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି।
Advertisment
ଆହୁରି ୩ ଜଣ ଫସି ରହିଥିବା ଆଶଙ୍କା କରାଯାଉଛି। ଚାପି ହୋଇ ରହିଥିବା ୩ ଜଣଙ୍କ ମଧ୍ୟରେ ୨ ମହିଳା ଥିବା ସୂଚନା ମିଳିଛି। ଅଘଟଣ ପରେ ଦମକଳ ବାହିନୀ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଜୋରସୋରରେ ଚାଲିଛି ଉଦ୍ଧାର କାର୍ଯ୍ୟ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/wall_1626685628.jpg)