Tower
Advertisment
ରାଉରକେଲା: ମୋବାଇଲ୍ ଟାୱାର ସର୍ଟ ସର୍କିଟ୍ରୁ ପୋଡ଼ିଗଲା ଘର। ରାଉରକେଲା ସାରନଗରୀରେ ଥିବା ଏକ ମୋବାଇଲ୍ ଟାୱାରରେ ଲାଗିଥିବା ବ୍ୟାଟେରୀ ଏବଂ ଅନ୍ୟାନ୍ୟ ବିଦ୍ୟୁତ୍ ସାମଗ୍ରୀରେ ଆଜି ସକାଳେ ସର୍ଟ ସର୍କିଟ୍ରୁ ନିଆଁ ଲାଗିଯାଇଥିଲା। ପରେ ଏହା ନିକଟରେ ଥିବା ଏକ ଘରକୁ ବ୍ୟାପିଯିବାରୁ ଘରଟି ସମ୍ପୂର୍ଣ୍ଣ ପୋଡ଼ି ଯାଇଛି।
Advertisment
ଘରେ ଥିବା ଲୋକ ଏବଂ ୩ ପିଲାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Tower_1626339394.jpg)