Advertisment

ଆରମ୍ଭ ହେଲା ପବିତ୍ର ରମଜାନ ମାସ

ଭୁବନେଶ୍ୱର: ଆରମ୍ଭ ହୋଇଛି ପବିତ୍ର ରମଜାନ ମାସ। ସଂଯୁକ୍ତ ଆରବ ଏମିରେଟ୍ସର ରମଜାନ ଚାନ୍ଦ ଦର୍ଶନ କମିଟିର ଘୋଷଣା ଅନୁସାରେ ଗତକାଲି ରମଜାନ ମାସର ପ୍ରଥମ ଚାନ୍ଦ ଦେଖିବାକୁ ମିଳିଥିଲା। ଏହାସହ ପବିତ୍ର ରମଜାନ ମାସ ଆରମ୍ଭ ହୋଇଛି, ବୋଲି କମିଟି ପକ୍ଷରୁ ଘୋଷଣା କରାଯାଇଥିଲା। ରମଜାନ ମାସ ଆରମ୍ଭ ହେବା ପରେ ନୂଆଦିଲ୍ଲୀ ଜାମା ମସ୍‌ଜିଦ୍‌ରେ ଗତ ସଂଧ୍ୟାରେ ମୁସଲିମ୍ ସଂପ୍ରଦାୟଙ୍କ ଭିଡ଼ ଲାଗିଥିଲା। ଏହି ଅବସରରେ ମାସେ ଯାଏ ମୁସଲମାନ ଧର୍ମାବଲମ୍ବୀ ରୋଜା ରଖିଥାନ୍ତି। […]

ଆରମ୍ଭ ହେଲା ପବିତ୍ର ରମଜାନ ମାସ

9

Advertisment

ଭୁବନେଶ୍ୱର: ଆରମ୍ଭ ହୋଇଛି ପବିତ୍ର ରମଜାନ ମାସ। ସଂଯୁକ୍ତ ଆରବ ଏମିରେଟ୍ସର ରମଜାନ ଚାନ୍ଦ ଦର୍ଶନ କମିଟିର ଘୋଷଣା ଅନୁସାରେ ଗତକାଲି ରମଜାନ ମାସର ପ୍ରଥମ ଚାନ୍ଦ ଦେଖିବାକୁ ମିଳିଥିଲା।

Advertisment

ଏହାସହ ପବିତ୍ର ରମଜାନ ମାସ ଆରମ୍ଭ ହୋଇଛି, ବୋଲି କମିଟି ପକ୍ଷରୁ ଘୋଷଣା କରାଯାଇଥିଲା। ରମଜାନ ମାସ ଆରମ୍ଭ ହେବା ପରେ ନୂଆଦିଲ୍ଲୀ ଜାମା ମସ୍‌ଜିଦ୍‌ରେ ଗତ ସଂଧ୍ୟାରେ ମୁସଲିମ୍ ସଂପ୍ରଦାୟଙ୍କ ଭିଡ଼ ଲାଗିଥିଲା। ଏହି ଅବସରରେ ମାସେ ଯାଏ ମୁସଲମାନ ଧର୍ମାବଲମ୍ବୀ ରୋଜା ରଖିଥାନ୍ତି। ଜୁନ୍‌ ୪ ତାରିଖରେ ରମଜାନ ମାସ ଶେଷ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ