/odishatv-khabar/media/media_files/2026/02/11/hockey-2026-02-11-20-18-38.jpg)
Hockey Photograph: (OTV)
ହକି ଗଡରେ ହକି ଫିବର । ରାଉରକେଲା ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଆରମ୍ଭ ହୋଇଯାଇଛି ହକି ପ୍ରୋ ଲିଗ୍ । ଆଜି ମୈଦାନକୁ ଓହ୍ଲାଇବ ଭାତର ଟିମ୍। ଭାରତର-ବେଲ୍ଜିୟମ ହେବେ ମୁହାଁମୁହିଁ।
Advertisment
ସୁନ୍ଦରଗଡର ୫ ଖେଳାଳୀ ଭାରତ ଟିମରେ ପ୍ରଦର୍ଶନ କରିବେ। ଭାରତର ମ୍ୟାଚ ଦେଖିବାକୁ ହଜାର ହ୍ଜାର ଦର୍ଶକଙ୍କ ଭିଡ ଦେଖିବାକୁ ମିଳିବ। ପ୍ରଥମ ଦିନରେ ହାଇ ଭୋଲ୍ଟେଜ୍ ମ୍ୟାଚରେ ବେଲଜିୟମ ଟିମ୍ ଅର୍ଜେନ୍ଟିନା ଟିମ୍କୁ ୫-୩ ଗୋଲରେ ପରାସ୍ତ କରିଛି ।
- ହକି ପ୍ରୋ ଲିଗରେ ଆଜି ମୈଦାନକୁ ଓଲ୍ଲାଇବ ଭାରତ
- ଭାରତ-ବେଲଜିୟମ ମ୍ୟାଚ ହେବ କଡା ଟକ୍କର୍
- ସୁନ୍ଦରଗଡର ୫ ଖେଳାଳୀ ଭାରତ ଟିମରେ ପ୍ରଦର୍ଶନ କରିବେ
- ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ସାଢେ ୭ଟାରେ ମ୍ୟାଚ ଆରମ୍ଭ
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)