ଅଦ୍ୟତନ ହୋଇଛି
durag puja baripada
Advertisment
ବାରିପଦା: ଆନନ୍ଦ, ଉଲ୍ଲାସର ସହ ପାର୍ବଣ ପାଳନ ନ ହେଲା ନାହିଁ। ଦଶଭୂଜାଙ୍କ ଆବାହନରେ କିନ୍ତୁ କୌଣସି କମି ନାହିଁ। ଭକ୍ତିମୟ ପରିବେଶରେ ପୂଜା ମଣ୍ଡପ ଓ ପୀଠରେ କୋଭିଡ ନିୟମ ମାନି ଚାଲିଛି ମାଆଙ୍କ ପୂଜାର୍ଚ୍ଚନା। ଏ ଦୃଶ୍ୟ ହେଉଛି ବାରିପଦା ସହର ଉପକଣ୍ଠ ତେନ୍ତୁଳିଡିଙ୍ଗାର ସାର୍ବଜନୀନ ଦୁର୍ଗାପୂଜାର।
Advertisment
୩୫ ବର୍ଷ ଧରି ସାର୍ବଜନୀନ ଦୁର୍ଗାପୂଜାର ମଙ୍ଗ ଧରିଛନ୍ତି ୬୫ ବର୍ଷୀୟ କୋହିନୁର ଇସଲାମ। ଚଳିତବର୍ଷ କୋଭିଡ କଟକଣା ଯୋଗୁଁ ପୂଜା ପାଉଛନ୍ତି ମୂର୍ତ୍ତି ବଦଳରେ ଘଟ। ଆଉ ପ୍ୟାଣ୍ଡେଲ ରେ ଲାଗିଛି ମା’ଙ୍କ ପ୍ରତିମାର ଫୋଟଚିତ୍ର। ୩୫ବର୍ଷ ଧରି କାର୍ତ୍ତାୟାନୀ ବେଶରେ ପୂଜା ପାଇଥାନ୍ତି ମହାଦେବୀ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/durag-puja-baripada_1625190648.jpg)